Browsing Tag

delhi

ଦେଶରେ ପ୍ରଥମ: ଦିଲ୍ଲୀରେ ଗଡ଼ିଲା ଚାଳକ ବିହୀନ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପ୍ରଥମ କରି ରାଜଧାନୀ ନୂଆଦିଲ୍ଲୀରେ ଗଡ଼ିଛି ଚାଳକ ବିହୀନ ଟ୍ରେନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ…
Read More...

ଦିନ ଦ୍ବପ୍ରହରରେ ରାଜଧାନୀର ବିଚ୍ ରାସ୍ତାରେ ଗୁଳି ମାଡ ; ଜଣେ ମୃତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଅପରାଧୀମାନଙ୍କ ସାହସ ବଢିବାରେ ଲାଗିଛି। ଦିନ ଦ୍ବପ୍ରହରରେ ବିଚ୍ ରାସ୍ତାରେ ଏକ କାର ଉପରକୁ ଗୁଳି ମାଡ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…
Read More...

ଦିଲ୍ଲୀରେ ଡ଼ାକ୍ତର ଚଳାଉଥିଲେ ଜାଲ କରୋନା ରିପୋର୍ଟ ପ୍ରସ୍ତୁତ ରାକେଟ; ୩ ଗିରଫ

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣର ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ଦିଲ୍ଲୀ ପୁଲିସ କରୋନା ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। କରୋନା ପରୀକ୍ଷାର ନକଲି ରିପୋର୍ଟ ପ୍ରସ୍ତୁତ ଏକ ଗ୍ୟାଙ୍ଗକୁ ଦିଲ୍ଲୀ…
Read More...

ଏମ୍ସର ଅନ୍ୟ ଜଣେ ଡାକ୍ତରଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଗଳିତ ମୃତଦେହ

ନୂଆଦିଲ୍ଲୀ : ଏମ୍ସର ଅନ୍ୟ ଜଣେ ଡାକ୍ତର ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ତାଙ୍କ ଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଜବତ କରିଛି। ଦୁଇରୁ ତିନି ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ…
Read More...

୮ଟଙ୍କା କମିଲା ଡ଼ିଜେଲ ଦର; ବଡ଼ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର

ଡିଜେଲ ଉପରେ ଭାଟ୍ ୩୦%ରୁ ୧୬.୭୫% ହ୍ରାସ କରିବାକୁ ଦିଲ୍ଲୀ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ଦିଲ୍ଲୀରେ ଡିଜେଲର ମୂଲ୍ୟ ୮୨ ଟଙ୍କାରୁ ୭୩.୬୪ ଟଙ୍କା ଅର୍ଥାତ ଲିଟର ପିଛା ୮.୩୬ ଟଙ୍କା ହ୍ରାସ ପାଇଛି।  …
Read More...

ଦିଲ୍ଲୀରେ ପଶିଲେ ପଙ୍ଗପାଳ, ଶ୍ରମମନ୍ତ୍ରୀ ଡାକିଲେ ବୈଠକ

ଗୁରୁଗ୍ରାମ: ଉତ୍ତର ଭାରତରେ ପଙ୍ଗପାଳ କୃଷକମାନଙ୍କ ନିଦ ହଜାଇ ଦେଇଛନ୍ତି। ଶନିବାର ଏହି ପଙ୍ଗପାଳ ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ଏକ…
Read More...

ଆତଙ୍କବାଦୀଙ୍କ ଟାର୍ଗେଟରେ ସିଆରପିଏଫ୍ : ଦିଲ୍ଲୀରେ ଆକ୍ରମଣ ନେଇ ସତର୍କ ସୂଚନା

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ପ୍ରତିଦିନ ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି। ଗତ ତିନିରୁ ଚାରି ମାସ ମଧ୍ୟରେ ଆତଙ୍କବାଦୀମାନେ ଅନେକ ଥର ସିଆରପିଏଫ୍ କ୍ୟାମ୍ପ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏବେ…
Read More...

ଦିଲ୍ଲୀରେ କରୋନା ରେକର୍ଡ ; ଗୋଟିଏ ଦିନରେ ୧୨୯୫ ସଂକ୍ରମିତ

ନୂଆଦିଲ୍ଲୀ : ରବିବାର ଦିନ ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ରେକର୍ଡ ଭାଙ୍ଗଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୫ ଜଣ କରୋନା ସଂକ୍ରମତି ହୋଇଛନ୍ତି। ଏହା ହେଉଛି ଦିଲ୍ଲୀରେ ଗୋଟିଏ ଦିନରେ ରେକର୍ଡ ହୋଇଥିବା ସର୍ବାଧିକ…
Read More...

ଦିଲ୍ଲୀର କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଦାବି – ବିରିୟାନି, ସିଙ୍ଗଡା, ପିଜା

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଦିଲ୍ଲୀରେ ୭୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ସରକାର ସ୍ଥାନୀୟ ପ୍ରଶାସନ ଓ ସେଠାରେ ନିୟୋଜିତ ହୋଇଥିବା ପୁଲିସ…
Read More...

ସଫଦରଜଙ୍ଗ ହସ୍ପିଟାଲରେ ଜଣେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଡିଆରଏଫ ଟିମ୍

ନୂଆଦିଲ୍ଲୀ : ସଫଦରଜଙ୍ଗ ହସ୍ପିଟାଲରେ ହାଡ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା (ଡିଆରଏଫ) ଟିମ୍ ତାଙ୍କୁ ଉଦ୍ଧାର କରି ପୁଣି ସେହି ବିଭାଗରେ ଭର୍ତ୍ତି…
Read More...