Browsing Tag

dead

ଗ୍ୟାସ ଟାଙ୍କି ଫାଟି ୨ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ମହାକାଳପଡ଼ା ଜମ୍ବୁ ମେରାଇନ ଥାନା ଖରିନାସିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଖରିନାସିରେ ଥିବା ଏକ କ୍ୱାର୍ଟର୍ସରେ ରୋଷେଇ କରିବା ସମୟର ଗ୍ୟାସ ଟାଙ୍କି ଫାଟି ୨ ଜଣଙ୍କର ମୃତ୍ୟୁ…
Read More...

ବିଷାକ୍ତ କୀଟ କାମୁଡ଼ାରେ ନାବାଳିକାର ମୃତ୍ୟୁ ଅଭିଯୋଗ

ବାସୁଦେବପୁର : ଭଦ୍ରକ ବାସୁଦେବପୁରର କଷିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ପାରାପୋଖରୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ କୀଟ କାମୁଡ଼ାରେ ଗଣେଶଙ୍କ ଝିଅ ସାବିତ୍ରୀ ବିଶ୍ୱାଳ ( ୫) ର ମୃତ୍ୟୁ ହୋଇଥିବା…
Read More...

ମଦ ଯୋଗୁଁ ବଚସା, ଯୁବକଙ୍କୁ ହତ୍ୟା ଅଭିଯୋଗ

ଝାରସୁଗୁଡ଼ା  : ଝାରସୁଗୁଡ଼ା ଜିଲା ତାଳପଟିଆ ଥାନା ଅନ୍ତର୍ଗତ ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି।  ପଞ୍ଚାୟତ କାର୍ଯ୍ୟାଳୟ ଛାତ ଉପରୁ ଦୁଇଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଧକ୍କା ଦେଇ ହତ୍ୟା…
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲାର କୋକସରା ଗାଁ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟ ବିଲରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ ବଳା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟସ୍ଥ ଏକ ଉଦ୍ୟାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କୁ କେହି…
Read More...

ଚାଷୀ ମୃତ୍ୟୁରୁ ଉତ୍ତେଜନା, ବିଦ୍ୟୁତ କାର୍ଯ୍ୟାଳୟରେ ଭଙ୍ଗାରୁଜା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ ସାନ ଗୋଗୁଆ ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ଶ୍ୟାମଘନଙ୍କ ମୃତ୍ୟୁ ହୋଇଛି। ଚାଷୀଙ୍କ ମୃତ୍ୟୁ ପରେ ସ୍ଥାନୀୟ…
Read More...

କଲେଜ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର , ଆତ୍ମହତ୍ୟା ସନ୍ଦେହ

ଦେବଗଡ଼ : ଦେବଗଡ଼ର ଏକ କଲେଜ ପରିସରରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ବିବାହିତ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଘର ନିକଟସ୍ଥ ରଙ୍ଗିଅଗୁଡ଼ା ସାହିରେ ଓ ସେ ବିନୋଦ ପଲେଇଙ୍କ ପୁଅ ପୁରୁଷୋତ୍ତମ ପଲେଇ…
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଯୁବକ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା କକ୍ରୋଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାରିଲୋକ ଗ୍ରାମରେ ସୋମବାର ନିଜ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସକାଳ ସମୟରେ ଯୁବକ ଜଣକ…
Read More...

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଅନ୍ତର୍ଗତ ଭୂଲୁଦା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନାଳକୁ ଗାଧୋଇବାକୁ ଯାଇ ପ୍ରିୟବ୍ରତ ନାୟକ (୨୬) ନିଖୋଜ…
Read More...

ବିଦ୍ୟୁତ ଆଘାତରେ ଯୁବକ ମୃତ

ପିପିଲି : ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ପାଇକପଡ଼ା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଅବନୀକାନ୍ତ ପରିଡ଼ାଙ୍କ (୩୦) ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ପାଣି ପଞ୍ଚାୟତର…
Read More...