Browsing Tag

cuttack news

ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଶ୍ରୀହନୁମାନ

ଆଠଗଡ଼: ଆଠଗଡ଼ରେ ଚାଲିଆସିଥିବା ପରମ୍ପରା ଅନୁଯାୟୀ ଏକାଦଶୀ ତିଥିରେ ସୁବର୍ଣ୍ଣ ଅଳଙ୍କାରମଣ୍ଡିତ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଶ୍ରୀ ହନୁମାନ ଜୀଉ ଦର୍ଶନ କରିଥିଲେ। ଚାନ୍ଦବାଲି ଛକସ୍ଥିତ ହନୁମାନ ମନ୍ଦିରରୁ ଶ୍ରୀ ହନୁମାନ…
Read More...

ଇନରହ୍ୱିଲ କ୍ଲବ ପକ୍ଷରୁ ବନ ମହୋତ୍ସବ

ଆଠଗଡ: ଆଠଗଡ ଇନରହ୍ୱିଲ କ୍ଲବ ଆନୁକୂଲ୍ୟରେ ୭୫ତମ ବନ ମହୋତ୍ସବ ବୁଧବାର ପାଳିତ ହୋଇଯାଇଛି । ରାଧାରମଣପୁରସ୍ଥିତ ଆଦର୍ଶ କାରାଗାର ନିକଟରେ କ୍ଲବ ସଭାପତି ଦୀପାଳି ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ…
Read More...

ନୀତା ଫୁଟବଲ ଏକାଡେମୀ ପରିଦର୍ଶନ କଲେ ସର୍ବଭାରତୀୟ ଫୁଟବଲ ମହାସଂଘ ନିର୍ଦ୍ଦେଶକ

ଗୁରୁଡିଝାଟିଆ: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)ର ବୈଷୟିକ ନିର୍ଦ୍ଦେଶକ ଶୟେଦ ସବିର ପାସାଙ୍କ ରାଧାଦାମୋଦରପୁରସ୍ଥିତ ନୀତା ଫୁଟୁବଲ ଏକାଡେମୀ ପରିଦର୍ଶନ କରିଛନ୍ତି । ରବିବାର ଅପରାହ୍ନରେ ବୈଷୟିକ ନିର୍ଦ୍ଦେଶକ…
Read More...

ଜନଜାତି ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଯୋଜନା ବାଟବଣା

ଗୁରୁଡିଝାଟିଆ: ବର୍ଷା ଅନବରତ ଲାଗିରହିଛି । ସହଜେ ଆଷାଢ ମାସ । ସରୀସୃପଙ୍କଠାରୁ  ଆରମ୍ଭ କରି ମଶାଙ୍କ ପ୍ରାଦୁର୍ଭାବ ଦେଖାଦେଲାଣି । ମଶା ଦ୍ୱାରା ମ୍ୟାଲେରିଆ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି । ବିଶେଷତଃ କଟକ ଜିଲ୍ଲାର…
Read More...

ବଜ୍ରପାତରେ ଗାଈ ଚରାଳିଙ୍କ ମୃତ୍ୟୁ

ଗୁରୁଡ଼ିଝାଟିଆ: ଆଠଗଡ଼ ଥାନା ଅନ୍ତର୍ଗତ ଚମ୍ପାପୁର ନିକଟରେ ବଜ୍ରପାତ ଯୋଗୁ ଜଣେ ଗାଈଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବାବୁଲି ଦେହୁରୀ(୫୮) ଓ ତାଙ୍କ ଘର କଣ୍ଡରେଇ ପଞ୍ଚାୟତର ଡାଳୁଆ ଗ୍ରାମରେ। ଗତ ବୁଧବାର ସେ…
Read More...

୬ବର୍ଷ ବିତିଲା, ପିଲାରରେ ଅଟକିଛି କାଳିଗିରି ସେତୁ

କଳାପଥର(ବାଙ୍କୀ): ଆସୁଛି ମୌସୁମୀ ବର୍ଷା। ମହାନଦୀରେ ବନ୍ୟା ଆସିବ। ତଳିଆ ଅଞ୍ଚଳର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। ଯୋଗାଯୋଗ ବିଚ୍ଛିନ୍ନ ହେବ। ଏହି ବହୁବିଧ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଥିବା…
Read More...

ଦୁର୍ଘଟଣାରେ ନାବାଳକର ମୃତ୍ୟୁ, ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଲା

ଗୁରୁଡ଼ିଝାଟିଆ: ୫୫ ନଂ ଜାତୀୟ ରାଜପଥର ରାଧାଦାମୋଦରପୁରଠାରେ ଦୁର୍ଘଟଣାରେ ଆରିୟାନ ପରିଡ଼ା ନାମକ ନାବାଳକ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବି, ତୁରନ୍ତ ଖୁଣ୍ଟୁଣୀ ଥାନାଠାରୁ ରାଧାଦାମୋଦରପୁର ଛକ ପର୍ୟ୍ୟନ୍ତ ଜାତୀୟ…
Read More...

ଗୋପବନ୍ଧୁ ଚିକିତ୍ସାଳୟ ପାଚେରି ଭାଙ୍ଗିଲେ ହାତୀପଲ

ଗୁରୁଡ଼ିଝାଟିଆ: ଆଠଗଡ଼ର ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟର ପାଚେରି ଭାଙ୍ଗି ଦେଇଛନ୍ତି ହାତୀପଲ। ଚିକିତ୍ସାଳୟର ପୂର୍ବପାଶ୍ୱର୍ରେ ଥିବା ସୁଦୃଢ ପାଚେରିର ୨ଟି ସ୍ଥାନରେ ପ୍ରାୟ ୬୦ ଫୁଟ ଲମ୍ବର କାନ୍ଥକୁ…
Read More...

ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତିଙ୍କ ମୃତ୍ୟୁ

କଳାପଥର(ବାଙ୍କୀ ): ବୈଦେଶ୍ୱର ପଂଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଶିକ୍ଷାବିତ ତଥା ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତି ତ୍ରିଲୋଚନ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ସେ ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ…
Read More...

ମିଶନ ଶକ୍ତି ଘରକୁ ଭାଙ୍ଗିଲା ବ୍ଲକ ପ୍ରଶାସନ

କଳାପଥର: ବାଙ୍କୀ ବ୍ଲକର ମିଶନ ଶକ୍ତି ଘରକୁ ବ୍ଲକ ପ୍ରଶାସନ ଭାଙ୍ଗି ପୁଣି ତିଆରି କରୁଛି । କିଛି ମାସ ତଳେ ଏହି ଘରକୁ ସ୍ଥାନୀୟ ପୂର୍ତ୍ତ ବିଭାଗ ୪୦ ଲକ୍ଷ ଟଙ୍କାରେ ଟେଣ୍ଡର କରି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଥିଲା…
Read More...