Browsing Tag

cricketworldcup

ବିଶ୍ୱକପ୍‍ କ୍ରିକେଟ୍‍ : ଆଫଗାନିସ୍ତାନ ବିପକ୍ଷରେ ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ୪୦ ଓଭର ଶେଷ ସୁଦ୍ଧା…

ଓଲଡ ଟାଫୋର୍ଟ : ଇଂଲଣ୍ଡର ମାଞ୍ଚେଷ୍ଟରର ଓଲଡ ଟାଫର୍ଟଠାରେ ମଙ୍ଗଳବାର ବିଶ୍ୱକପ କ୍ରିକେଟ ୨୦୧୯ର ୨୪ ତମ ମୁକାବିଲାରେ ଇଂଲଣ୍ଡ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ପ୍ରଥମେ…
Read More...

ରୋହିତଙ୍କ ଶତକ କୋହଲୀଙ୍କ ଅର୍ଦ୍ଧ ଶତକ, ୩୦୦@୪୫.୪ ଓଭର

ମାଞ୍ଚେଷ୍ଟର .- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ କ୍ରିକଟ୍‌ର ସବୁଠାରୁ ରୋମାଞ୍ଚକର ଭାରତ ଓ ପାକିସ୍ତାନ ମ୍ୟାଚରେ ରୋହିତ ଶର୍ମା ବିସ୍ପୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ସେ ୮୫ଟି ବଲ୍‌ରେ ଶତକ ହାସଲ କରିଛନ୍ତି…
Read More...

ପାକିସ୍ତାନ ବିପକ୍ଷରେ ରୋହିତଙ୍କ ଶତକ

ମାଞ୍ଚେଷ୍ଟର .- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ କ୍ରିକଟ୍‌ର ସବୁଠାରୁ ରୋମାଞ୍ଚକର ଭାରତ ଓ ପାକିସ୍ତାନ ମ୍ୟାଚରେ ରୋହିତ ଶର୍ମା ବିସ୍ପୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ସେ ୮୫ଟି ବଲ୍‌ରେ ଶତକ ହାସଲ କରିଛନ୍ତି…
Read More...

୧୩୬ ରନ୍‌ରେ ଭାରତର ପ୍ରଥମ ଓ୍ୱିକେଟ୍‌ର ପତନ, ୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌

ମାଞ୍ଚେଷ୍ଟର .- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ୧୩୬ ରନ୍‌ରେ ଭାରତର ପ୍ରଥମ ଓ୍ୱିକେଟ୍‌ର ପତନ, ୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌…
Read More...

ବିଶ୍ୱ କପ୍‌ କ୍ରିକେଟ, ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ପାକିସ୍ତାନ

ମାଞ୍ଚେଷ୍ଟର .- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଏହି ମ୍ୟାଚରେ ଭାରତ…
Read More...

କ୍ରିକେଟ ବିଶ୍ୱକପ୍‍ : ଅଷ୍ଟ୍ରେଲିଆର ବିଶାଳ ସ୍କୋର, ଶ୍ରୀଲଙ୍କା ପାଇଁ ୩୩୫ରନର ବିଜୟ ଲକ୍ଷ୍ୟ

ଲଣ୍ଡନ : କ୍ରିକେଟ ବିଶ୍ୱକପରେ ଲଣ୍ଡନର କେନିଙ୍ଗଟନ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଶନିବାରର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୭ ୱିକେଟ୍‍ ହରାଇ ୩୩୪ ରନ ସଂଗ୍ରହ…
Read More...

କ୍ରିକେଟ ବିଶ୍ୱକପ୍‍ : ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

ଲଣ୍ଡନ : କ୍ରିକେଟ ବିଶ୍ୱକପର ଶନିବାର ଦୁଇଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ୍‍ ଲଣ୍ଡନର କେନିଙ୍ଗଟନ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇ ସାରିଛି। ଯେଉଁଥିରେ ଶ୍ରୀଲଙ୍କା ଟସ୍‍…
Read More...

କ୍ରିକେଟ ବିଶ୍ୱକପ : ଜୋ ରୁଟଙ୍କ ଶତକ, ଇଂଲଣ୍ଡର ସହଜ ବିଜୟ

ସାଉଥ୍ଆମ୍ପଣ୍ଟଟନ୍(ଇଂଲଣ୍ଡ) : ଆଇସିସି କ୍ରିକେଟ ବିଶ୍ୱକପ୍-୨୦୧୯ରେ ଶୁକ୍ରବାର ଇଂଲଣ୍ଡର ସାଉଥ୍ଆମ୍ପଣ୍ଟଟନ୍ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ…
Read More...

କ୍ରିକେଟ୍‍ ବିଶ୍ୱକପ : ୱେଷ୍ଟଇଣ୍ଡିଜ୍‍ ୨୧୨ରନରେ ଅଲଆଉଟ୍‍, ଇଂଲଣ୍ଡ ପାଇଁ ୨୧୩ରନର ବିଜୟ ଲକ୍ଷ୍ୟ

ସାଉଥ୍‍ଆମ୍ପଣ୍ଟଟନ୍‍(ଇଂଲଣ୍ଡ) : ଆଇସିସି କ୍ରିକେଟ ବିଶ୍ୱକପ୍‍-୨୦୧୯ରେ ଶୁକ୍ରବାର ଇଂଲଣ୍ଡର ସାଉଥ୍‍ଆମ୍ପଣ୍ଟଟନ୍‍ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଇଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ମ୍ୟଚରେ…
Read More...

ବିରାଟ ବାହିନୀର ମିଶନ୍ ନ୍ୟୁଜିଲାଣ୍ଡ ଆଜି

ଟ୍ରେଣ୍ଟବ୍ରିଜ୍ : ଗୁରୁବାର ଏଠାରେ ଚଳିତ ବିଶ୍ବକପ୍‌ର ୧୮ଶ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ​‌େ​‌ର ମୁକାବିଲା ହେବ। ଅଦ୍ୟାବଧି ୧୦ଟି ଦଳଙ୍କ ମଧ୍ୟ​‌େ​‌ର କେବଳ ଭାରତ ଓ ନ୍ୟୁଜିଲାଣ୍ଡ କୌଣସି ମ୍ୟାଚ୍…
Read More...