www.samajalive.in
Sunday, December 7, 2025
14.1 C
Bhubaneswar

ରୋହିତଙ୍କ ଶତକ କୋହଲୀଙ୍କ ଅର୍ଦ୍ଧ ଶତକ, ୩୦୦@୪୫.୪ ଓଭର

ମାଞ୍ଚେଷ୍ଟର .-
ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ କ୍ରିକଟ୍‌ର ସବୁଠାରୁ ରୋମାଞ୍ଚକର ଭାରତ ଓ ପାକିସ୍ତାନ ମ୍ୟାଚରେ ରୋହିତ ଶର୍ମା ବିସ୍ପୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ସେ ୮୫ଟି ବଲ୍‌ରେ ଶତକ ହାସଲ କରିଛନ୍ତି । ୯ଟି ଚୌକା ଓ ୩ଟି ଛକା ସାହାଯ୍ୟରେ ସେ ଶତକ ହାସଲ କରିଛନ୍ତି । ୧୧୩ ବଲ୍‌ରେ ସେ ୧୪୦ରନ୍‌ କରି ଆଉଟ ହୋଇଛନ୍ତି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲୀ ଅର୍ଦ୍ଧ ଶତକ ହାସଲ କରିଛନ୍ତି ।
ଏହି ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଏହି ମ୍ୟାଚରେ ଭାରତ ସମସ୍ତଙ୍କର ଫେଭରାଇଟ୍‌ ରହିଛି । ହେଲେ ବର୍ଷା ମ୍ୟାଚରେ ବାଧକ ସାଜି ପାରେ ବୋଲି ଅନୁମାନ କରାଯାଉଥିଲା । ୪୦.୨ ଓଭର୍‌ରେ ଭାରତ ୨୫୦ ରନ୍‌  କରିଥିଲା । ପରେ  ହାର୍ଦିତ ପାଣ୍ଡ୍ୟା ୧୯ ବଲ୍‌ରେ ୨୬ ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ୧୩୬ ରନ୍‌ରେ ଭାରତର ପ୍ରଥମ ଓ୍ୱିକେଟ୍‌ର ପତନ, ୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌ ହୋଇଛନ୍ତି ।
ଏହି ପିଚ୍‌ ବୋଲରଙ୍କୁ ସୁହାଇବ ବୋଲି ଆକଳନ କରାଯାଉଛି । କେଏଲ୍‌ ରାହୁ,ଲ ହ୍ୱାଇଦ୍‌ ରିୟାଜଙ୍କ ବଲ୍‌ରେ ବାବ,ର ଆଜମଙ୍କୁ କ୍ୟାଚ ଦେଇଥିଲେ ।୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌ ହୋଇଛନ୍ତି ସେ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories