Browsing Tag

cricketworldcup

ଧାୱନଙ୍କ କବିତାକୁ ନେଇ ଚର୍ଚ୍ଚା

ଲଣ୍ଡନ୍‌ : କ୍ରିକେଟ୍‌ ବିଶ୍ବକପ୍‌ରେ ଭାଗ ନେଉଥିବା ଭାରତୀୟ ଦଳର ଓପନର୍‌ ଶିଖର ଧାୱନଙ୍କ ବାମହାତର ବୁଢ଼ା ଆଙ୍ଗୁଠି ହାଡ଼ରେ ସାମାନ୍ୟ ଫାଟ ବା ଫ୍ରାକ୍ଚର ହୋଇଥିବା ଭାରତୀୟ ଦଳ ମ୍ୟାନେଜମେଣ୍ଟ ତରଫରୁ ମଙ୍ଗଳବାର ଘୋଷଣା…
Read More...

ଫୋର୍ବସ ତାଲିକା : ମେସି ସର୍ବାଧିକ ଆୟକାରୀ ଖେଳାଳି, ୧୦୦ତମ ସ୍ଥାନରେ କୋହଲି

ନୂଆଦିଲ୍ଲୀ : ପ୍ରଖ୍ୟାତ ପତ୍ରିକା ଫୋର୍ବସ ତରଫରୁ ଚଳିତବର୍ଷ ନିମନ୍ତେ ୧୧୦ଜଣ ସର୍ବାଧିକ ଆୟକାରୀ ଖେଳାଳିଙ୍କ ତାଲିକା ଘୋଷିତ ହୋଇଛି। ଏହି ତାଲିକାରେ ବାର୍ସିଲୋନା ତଥା ଆର୍ଜେଣ୍ଟିନାର ତାରକା ଫୁଟବଲ ଖେଳାଳି ଲିଓନେଲ୍‌…
Read More...

ୱାର୍ଣ୍ଣରଙ୍କ ଶତକ; ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ଟଣ୍ଟନ୍ : ଚଳିତ ବିଶ୍ବକପ୍‌ର ୧୭ଶ ମ୍ୟାଚ୍‌ରେ ୭ମ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଓପ୍‌ନର ଡେଭିଡ୍ ୱାର୍ଣ୍ଣର। ତାଙ୍କର ଏହି ଶତକ ବଳରେ ବୁଧବାର ପାକିସ୍ତାନକୁ ୪୧ ରନ୍‌ରେ ଅ​‌େ​‌ଷ୍ଟ୍ରଲିଆ ପରାସ୍ତ କରିଛି।…
Read More...

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ଆଶଙ୍କା

ଟ୍ରେଣ୍ଟ ବ୍ରିଜ୍ : କ୍ରିକେଟ୍ ବିଶ୍ବକପ୍‌ରେ ଆସନ୍ତା ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ତେବେ ଏହି ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇପାରେ ବୋଲି ଆଶଙ୍କା କରାଯାଉଛି। ଗୁରୁବାର ଟ୍ରେଣ୍ଟ…
Read More...

ଆଜି ଅଷ୍ଟ୍ରେଲିଆ-ପାକିସ୍ତାନ ମୁକାବିଲା

ଟଣ୍ଟନ : ଚଳିତ ବିଶ୍ବକପ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ବୁଧବାର। ଚଳିତ ଟୁର୍ଣ୍ଣାମେଣ୍ଟର ୧୭ଶ ଲିଗ୍ ମ୍ୟାଚ୍‌ରେ ବୁଧବାର ଦୁଇ ପୂର୍ବତନ ବିଶ୍ବ ଚମ୍ପିଆନ୍ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ…
Read More...

ପୁଣି ବର୍ଷା; ବାଂଲା-ଶ୍ରୀଲଙ୍କା ମ୍ୟାଚ୍ ବାତିଲ

ବ୍ରିଷ୍ଟଲ : ଇଂଲଣ୍ଡରେ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ଅତ୍ୟାବଶ୍ୟକ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡରେ ପ୍ରବଳ…
Read More...

ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା ଆଜି

ବ୍ରିଷ୍ଟଲ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ମଙ୍ଗଳବାର ଦୁଇ ଏସୀୟ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳଙ୍କୁ ଚଳିତ ବିଶ୍ବକପ୍‌ର ଫେଭରିଟ୍‌ ତାଲିକାରେ କ୍ରିକେଟ ବିଶେଷଜ୍ଞ ରଖିନାହାନ୍ତି ସତ;…
Read More...

ସ୍ମିଥ୍‌ଙ୍କ ପ୍ରତି ନକରାତ୍ମକ ମନ୍ତବ୍ୟ ନ ଦେବାକୁ କହିଲେ କୋହଲି

ଓଭାଲ୍‌ : କ୍ରିକେଟ୍‌ ବିଶ୍ବକପ୍‌ରେ ରବିବାର ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତରଫରୁ ଖେଳୁଥିବା ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ପ୍ରତି ଗ୍ୟାଲେରୀରେ ଉପସ୍ଥିତ…
Read More...

ଦକ୍ଷିଣ ଆଫ୍ରିକା-ଇଣ୍ଡିଜ୍ ମ୍ୟାଚ୍ ବାତିଲ

ସାଉଥାମ୍ପ୍‌ଟନ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ୨ୟ ଥର ପାଇଁ ସୋମବାର ବର୍ଷା ଯୋଗୁଁ ଏକ ମ୍ୟାଚ୍ ବାତିଲ ହୋଇଛି। ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ମ୍ୟାଚ୍‌​‌େ​‌ର ମାତ୍ର ଅଧଘଣ୍ଟା ଖେଳ ହେବା ପ​‌େ​‌ର…
Read More...

ଆମ ପ୍ରଦର୍ଶନ ପେସାଦାର ଥିଲା : କୋହଲି

ଲଣ୍ଡନ୍ : ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ୍ ମ୍ୟାଚ୍‌ରେ ଭାରତ ୩୬ ରନ୍‌ ବ୍ୟବଧାନରେ ଅ‌େ‌ଷ୍ଟ୍ରଲିଆକୁ ପରାସ୍ତ କରିବା ପରେ ଅଧିନାୟକ ବିରାଟ କୋହଲି ଦଳର ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଛନ୍ତି। ମ୍ୟାଚ୍ ପରେ କୋହଲି…
Read More...