Browsing Tag

Covid-19

କରୋନାରେ ଆକ୍ରାନ୍ତ ହେଲେ ଏହି ପ୍ରଖ୍ୟାତ କବି

ଇନ୍ଦୋର: ପ୍ରଖ୍ୟାତ କବି ରାହତ ଇନ୍ଦୌରୀ କରୋନା ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାହତ ଇନ୍ଦୌରୀଙ୍କ ପୁଅ ସତ୍‌ଲଜ ଏହି…
Read More...

କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ୮୭୧ ରୋଗୀ ପ୍ରାଣ ହରାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭ରେ ପହଞ୍ଚିଛି। ଅନ୍ୟପଟେ ଗତ ୨ ଦିନ…
Read More...

କରୋନା: ଦିନକରେ ୧୦୦୭ ମୃତ, ୬୨ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶର ୧୦୦୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ୬୨ ହଜାର ୬୩ ନୂଆ ସଂକ୍ରମିତ ଚିହ୍ନଟ…
Read More...

୪୩ ହଜାର ଟପିଲା କରୋନା ମୃତ୍ୟୁ, ପୁଣି ୬୪ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ଗତ ଶନିବାର ୬୧ ହଜାର ୫୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରବିବାର ଏହି ସଂଖ୍ୟା ସର୍ବାଧିକ ୬୪ ହଜାର ଅତିକ୍ରମ କରିଛି। ଗତ ୨୪…
Read More...

କରୋନା ଭୟରେ ଆହତଙ୍କୁ ଛୁଇଁଲେନି କେହି, ଚିକିତ୍ସା କଲେ ଡାକ୍ତର ବିଧାୟକ

ଗୁଣ୍ଟୁର : କରୋନା ଭୟରେ କେହି କାହାକୁ ସାହାଯ୍ୟ କରିବାକୁ ନାରାଜ। ଯଦି ରାସ୍ତାରେ ଦୁର୍ଘଟଣା ଘଟୁଛି, ଲୋକମାନେ ଆହତଙ୍କୁ ସାହାଯ୍ୟ କରୁ ନାହାନ୍ତି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ନିକଟ ରାଜପଥରେ ଆହତ ବ୍ୟକ୍ତିଙ୍କ…
Read More...

୨୪ ଘଣ୍ଟାରେ ୬୧ ହଜାର ସଂକ୍ରମିତ, ୯୩୩ ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ଦେଶରେ ଏବେ ଦୈନିକ ସଂକ୍ରମଣ ୬୦ ହଜାର ଉପରେ ରହିଛି। ଶୁକ୍ରବାର ୬୨ ହଜାର ୫୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଶନିବାର ଏହି ସଂଖ୍ୟା ୬୧…
Read More...

୨୦ ଲକ୍ଷ ଟପିଲା କରୋନା; ଦିନକରେ ୬୨ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଭାରତରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ୨୦ ଲକ୍ଷ ଅତିକ୍ରମ କରିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ଦୈନିକ ସଂକ୍ରମଣ। ସପ୍ତାହକ ତଳେ…
Read More...

ରେଙ୍ଗାଲିରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ ; ସଂଖ୍ୟା ୭କୁ ବୃଦ୍ଧି

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକରେ ରାଉରକେଲା ଏବଂ ଝାରସୁଗୁଡା ବେହେରାମାଲ ପଜିଟିଭ୍‍ ଲିଙ୍କ ସଂସ୍ପର୍ଶରେ ଆସିଥିବା ରେଙ୍ଗାଲି ରେଲବାଇ କଲୋନୀର ଜଣେ ଏବଂ କତରବଗା ଗ୍ରାମରୁ ଜଣେ ବ୍ୟକ୍ତି କରୋନା…
Read More...

କରୋନା କାୟା: ଦିନକରେ ୫୬ ହଜାର ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୪୦ ହଜାର ପାର୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। ଗତକାଲି ଦେଶରେ ୫୨ ହଜର ୫୦୯ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ…
Read More...

ଅଗଷ୍ଟ ୭ ଓ ୮ଭବାନୀପାଟଣା ସହର ସଟଡ଼ାଉନ

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ ଅଗଷ୍ଟ ୭ ଓ ୮ ତାରିଖ ଦୁଇଦିନ ଧରି ଭବାନୀପାଟଣା ସହରକୁ ସଡ୍ ଡାଉନ କରାଯାଇଛି ବୋଲି ବୁଧବାର…
Read More...