BJD Bijuli 480×75 Mob
Browsing Tag

Covid-19

ଅଗଷ୍ଟ ୭ ଓ ୮ଭବାନୀପାଟଣା ସହର ସଟଡ଼ାଉନ

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ ଅଗଷ୍ଟ ୭ ଓ ୮ ତାରିଖ ଦୁଇଦିନ ଧରି ଭବାନୀପାଟଣା ସହରକୁ ସଡ୍ ଡାଉନ କରାଯାଇଛି ବୋଲି ବୁଧବାର…
Read More...

ବୌଦ୍ଧରୁ ପୁଣି ୫ କରୋନା ରୋଗୀ ଚିହ୍ନଟ ; ପୁରୁଣାକଟକରୁ ଜଣେ

ହରଭଙ୍ଗା : ବୌଦ୍ଧ ଜିଲାରେ ରବିବାର ଆଉ ନୂଆ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ହରଭଙ୍ଗା ବ୍ଲକ ପୁରୁଣାକଟକ ନିଉ କୋଲୋନୀ ସାହିର ଜଣେ ଏସ.ବି.ଆଇ କର୍ମଚାରୀ ବୋଲି ଜଣାପଡିଛି। ତାଙ୍କୁ ମିଶାଇ…
Read More...

୧୫ ଲକ୍ଷ ଟପିଲା କରୋନା, ମୃତ୍ୟୁ ସଂଖ୍ୟା ୩୪ ହଜାର ପାର୍‌

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧି ପାଉଛି। ବୁଧବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବାବେଳେ ମୃତକଙ୍କ ସଂଖ୍ୟା ୩୪ ହଜାର ପାର୍‌ ହୋଇଛି। ଗତ ୨୪ ଘଣ୍ଟାରେ ୪୮…
Read More...

ଚୀନ ଡାକ୍ତରଙ୍କ ଅଭିଯୋଗ; ଯାଞ୍ଚ ପୂର୍ବରୁ ଉହାନ ବଜାରରୁ ପ୍ରମାଣ ନଷ୍ଟ କରିଦେଇଥିଲେ ସରକାର

ବେଜିଂ: କରୋନା ଭୂତାଣୁକୁ ନେଇ ଚୀନର ଜଣେ ଡାକ୍ତର ସ୍ଥାନୀୟ ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚୀନର ଉହାନ ବଜାରରୁ କରୋନା ଭୂତାଣୁ ବ୍ୟାପିଥିବା ଅଭିଯୋଗ ଆସିବା ପରେ ସେଠାକୁ ଏକ ବିଶେଷଜ୍ଞ ଟିମ୍‌ ଯାଞ୍ଚ…
Read More...

ଅଣାୟତ୍ତ କରୋନା: ଆଜି ୧୨୧୫ ପଜିଟିଭ, ୪୬୨ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ଵର: ରାଜ୍ୟରେ ଆଜି ୧୨୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୭୫୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଠାବ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୬୨ ରହିଛି। ଗଞ୍ଜାମ ଜିଲାରେ ସର୍ବାଧିକ ୩୩୨…
Read More...

ଚୀନରେ ୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବେଜିଂ: ଚୀନରେ ସୋମବାର ୬୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ଏପ୍ରିଲ ମାସ ପରଠାରୁ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଚୀନରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆସିବା ଆଶଙ୍କା ପ୍ରକାଶ…
Read More...

ଆଜି ୧୫୦୩ କରୋନା ପଜିଟିଭ୍‌, ୫୦୧ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ଵର: ରାଜ୍ୟରେ ୧୫୦୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୦୦୨ ପଜିଟିଭ୍‌ କ୍ବାରେଣ୍ଟାଇନ  ସେଣ୍ଟରରୁ ବାହାରିଥିବାବେଳେ ୫୦୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୪୯୧ ସଂକ୍ରମିତ…
Read More...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଭୋପାଳ: ଦେଶରେ ପ୍ରଥମ କରି ଜଣେ ମୁଖ୍ୟମନ୍ତ୍ରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ପରୀକ୍ଷା…
Read More...

ଆଜି କରୋନାରେ ସର୍ବାଧିକ ୧୦ ମୃତ, ୧୩୦କୁ ବଢ଼ିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ ଆଜି ସର୍ବାଧିକ ୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମରୁ ୩, ସୁନ୍ଦରଗଡ଼ ଓ ବାଲେଶ୍ଵରରୁ ୨ ଜଣ ଲେଖାଏ ଏବଂ ଗଜପତି, ରାୟଗଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ମୋଟ ମୃତ୍ୟୁ…
Read More...

ବିଧାନସଭାର ୫ କର୍ମଚାରୀଙ୍କୁ କରୋନା, ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ଵର: ରାଜ୍ୟ ବିଧାନସଭାର ୫  ଜଣ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ୩ ଦିନ ତଳେ ସେମାନଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିବା…
Read More...