Browsing Tag

Corona news

କରୋନାରୁ ଆରୋଗ୍ୟ ହେବା ପରେ ହୃଦଘାତରେ ଜୀବନ ଗଲା

ଜୟପୁର: ‘ମର୍ତ୍ତ୍ୟମଣ୍ଡଳେ ଦେହବହି, ଦେବତା ହେଲେ ବି ମରଇ।’ ମୃତ୍ୟୁ ହେଉଛି ସତ୍ୟ। ତେଣୁ କାହା ପାଇଁ ମୃତ୍ୟୁ କେତେବେଳେ ଆଉ କିପରି ଆସିବ ତାହା କହିବା ମୁସ୍କିଲ। ନିକଟରେ ଏଭଳି ଏକ ଘଟଣା ଉପରୋକ୍ତ ଉକ୍ତିର ସତ୍ୟତାକୁ…
Read More...

ଯାଜପୁରରୋଡ଼ ପ୍ରେସ କ୍ଲବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର : ସାରା ବିଶ୍ୱରେ କରୋନା ଭରାଇସ ନିଜ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଥିବା ବେଳେ ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ୨୨୩ରେ ପହଞ୍ଚିଲାଣି। ଏଥିପାଇଁ…
Read More...

୨ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୪୬ ବ୍ୟକ୍ତି- ବାଗ୍‍ଚୀ

ଭୁବନେଶ୍ୱର: କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ରାତିରେ ଓଡ଼ିଶାର ୨ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟ…
Read More...

ବଲିଉଡ଼ ଗାୟିକା କନିକା କପୁର କରୋନା ସଂକ୍ରମିତ

ମୁୁମ୍ବଇ: ବଲିଉଡ଼ର ଲୋକପ୍ରିୟ ଗାୟିକା କନିକା କପୁର କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି। ସେ ୧୫ ମାର୍ଚ୍ଚରେ ଲଣ୍ଡନରୁ ଲକ୍ଷ୍ନୌ ଫେରିଥିଲେ। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍‍ ଆସିବା ପରେ ତାଙ୍କ ସଂସ୍ପର୍ଶରେ…
Read More...

ଭାରତରେ ୪ର୍ଥ କରୋନା ମୃତ୍ୟୁ, ଆକ୍ରାନ୍ତ ସଂଖ୍ୟା ୧୮୦; ପଞ୍ଜାବରେ ୨୧ରୁ ଯାତ୍ରୀ ପରିବହନ ବନ୍ଦ

ନୂଆଦିଲ୍ଲୀ: ଭାରତରେ ଭୟଙ୍କର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଆଉ ଜଣେ ବ୍ୟକ୍ତିଙ୍କର ଗୁରୁବାର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ୭୦ ବର୍ଷୀୟ ଏହି ମୃତକ ଜଣକ ପଞ୍ଜାବର। ନୱାଂସହର ଜିଲାର ଏକ…
Read More...

ଆଡ୍‌ଭୋକେଟ୍‍ ଜେନେରାଲଙ୍କ କାର୍ଯ୍ୟାଳୟରେ ଗୋଟିଏ ଦିନରେ କାମ କରିବେ ୫୦% କର୍ମଚାରୀ

କଟକ: ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା ମହାମାରୀ ‘କରୋନା’କୁ ଦୃଷ୍ଟିରେ ରଖି କଟକ ଆଡ୍‌ଭୋକେଟ୍‍ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। କାର୍ଯ୍ୟାଳୟରେ ଭିଡ଼ କମାଇବାକୁ ଗୋଟିଏ…
Read More...

ଯାଜପୁରରେ କରୋନା ସତର୍କତା: ସମୂହ ନମାଜ ପାଠ ବନ୍ଦ ପାଇଁ ପ୍ରଶାସନର ନିଷ୍ପତ୍ତି

ଯାଜପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ତାର ଉଦ୍ୟମ ଜାରି ରଖିଛି। ଗତକାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନକୁ ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି…
Read More...

କରୋନା: ଚିତ୍ର ମାଧ୍ୟମରେ ସଚେତନତା….

ଯାଜପୁର: କରୋନା ସଂପର୍କରେ ସଚେତନ କରିବାକୁ ଆଗେଇ ଆସିଛନ୍ତି କାରିଗର। ଯାଜପୁର ଜିଲା ଆର୍ଟ ଆଣ୍ଡ୍ ପେଣ୍ଟିଂ ଆସୋସିଏସନ ପକ୍ଷରୁ ବିଭିନ୍ନ ଜନଗହଳି ସ୍ଥାନମାନଙ୍କରେ କରୋନା ସଂପର୍କରେ ଚିତ୍ର ଆଙ୍କି ଚିତ୍ର ମାଧ୍ୟମରେ…
Read More...

ସ୍ବପ୍ନ ଫାଉଣ୍ଡେସନ ପକ୍ଷରୁ ‘କରୋନା’ ସଚେତନତା କାର୍ଯ୍ୟକ୍ରମ

କଟକ: ‘କରୋନା’କୁ ନେଇ ଅଯଥା ଭୟଭୀତ ନ ହୋଇ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି। ଏହା ସହ ନିଜେ ସଚେତନ ରହି ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଲାଗି ଅନୁରୋଧ କରାଯାଉଛି। ଏହି…
Read More...

କରୋନା ଭୟ: ସ୍ୱଦେଶ ଫେରି ନ ପାରି ହଟହଟା ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର: କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ। କରୋନାର ଭୟ ଲୋକଙ୍କ ମନକୁ ଏପରି ଗ୍ରାସ କରିଛି ଯେ, ବିଦେଶ ଫେରନ୍ତା କୌଣସି ନାଗରିକ କିମ୍ବା ବିଦେଶୀ ନାଗରିକଙ୍କୁ ଦେଖିଲେ ସେଠାରୁ ତୁରନ୍ତ ପଳାଉଛନ୍ତି। ଅପର…
Read More...