Browsing Tag

Corona news

କରୋନା ଆତଙ୍କ : ଜଗାକୁ ଭେଟି ପାରିବେନି ଶ୍ରଦ୍ଧାଳୁ

ପୁରୀ: ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ଅର୍ଥାତ୍‍ ଶୁକ୍ରବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ…
Read More...

କରୋନା ଆତଙ୍କ : ଇ–ମୁଲାକାତ ଜରିଆରେ ଦେଖା କରିବେ ପରିଜନ

ସମ୍ବଲପୁର: ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ବଲପୁର ମଣ୍ଡଳ ଜେଲ କର୍ତ୍ତୃପକ୍ଷ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଜେଲ କର୍ମଚାରୀମାନଙ୍କ…
Read More...

କରୋନା ଭୟ: ମା’ ବିରଜାଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଯାଜପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ…
Read More...

ଯାଜପୁର ମିନିବସ୍ ଆସୋସିଏସନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର: କରୋନା ସଂକ୍ରମଣ ପାଇଁ ସବୁଆଡ଼େ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯାଜପୁର ବସଷ୍ଟାଣ୍ଡ ଅଞ୍ଚଳରେ ମଧ୍ୟ ମିନିବସ୍ ଆସୋସିଏସନ ପକ୍ଷରୁ ସଚେତନ କରାଯାଇଛି। ପ୍ରତ୍ୟେକ ବସ୍ କ୍ଷମତା ଅନୁସାରେ ଯାତ୍ରୀ…
Read More...

କରୋନା ମୁକାବିଲା: କୋଭିଡ଼୍-୧୯ ସରକାରୀ ପୋର୍ଟାଲରେ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜୀକରଣ କଲେ ନବୀନ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ କୋଭିଡ଼୍-୧୯ ସରକାରୀ ପୋର୍ଟାଲରେ ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
Read More...

କରୋନାକୁ ନେଇ ଗୁଜବ ପ୍ରଚାର କରୁଥିଲେ ଯୁବକ, ଗିରଫ କଲା ପୁଲିସ

ଅନୁଗୁଳ: କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ଜିଲା କୋଲିୟରୀ ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ କରୋନାରେ ଜିଲାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ…
Read More...

‘କରୋନା’ ପାଇଁ ରାଜଧାନୀ ହାଟ ଉପରେ କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଖୋଲା ରହିବ

ଭୁବନେଶ୍ବର: ଭାରତରେ ନିଜ କାୟା ବିସ୍ତାର କରି ଚାଲିଥିବା କରୋନା ରାଜ୍ୟରେ ପ୍ରବେଶ କରିସାରିଛି। ନିକଟରେ ଭୁବନେଶ୍ବରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି।…
Read More...

‘କରୋନା’ ମୁକାବିଲା: ପିଡିଏସ୍ ସାମଗ୍ରୀ ୩ ମାସ ପାଇଁ ଆଗୁଆ ଯୋଗାଇ ଦେବାକୁ ବିଚାର କରୁଛୁ- ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ‘କରୋନା’କୁ ନେଇ ଅଯଥା ଆତଙ୍କିତ ହୁଅନ୍ତୁ ନାହିଁ ବରଂ ସଚେତନ ରୁହନ୍ତୁ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ରହିବ ନାହିଁ। ସମସ୍ତ ରାସନ ସାମଗ୍ରୀ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି।…
Read More...

ରାଜ୍ୟରେ ‘କରୋନା’ ମୁକାବିଲା: ଆଗୁଆ ମିଳିବ ୪ ମାସର ଭତ୍ତା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଏନେଇ ଏକ ବଡ଼ ଘୋଷଣା ସ୍ବରୂପ ୪ ମାସର ଭତ୍ତା ଆଗୁଆ ଦେବା ପାଇଁ ମଙ୍ଗଳବାର ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସାମାଜିକ…
Read More...

କରୋନା ଉପରେ ନିର୍ମାଣ ହେବ ବଲିଉଡ଼ ଚଳଚ୍ଚିତ୍ର: ନାଁ ରହିଛି ‘କରୋନା ପ୍ୟାର୍‍ ହୈ’!

ମୁମ୍ବଇ: କରୋନା ଭାଇରସର ପ୍ରକୋପ ଏପରି ହୋଇଛି ଯେ, ଅନେକ ଲୋକ ନିଜକୁ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ କରି ଦେଉଛନ୍ତି। ଗମ୍ଭୀର ସ୍ଥିତିକୁ ଲକ୍ଷ୍ୟ କରି ଅନେକ ବଲିଉଡ଼ ଚଳଚ୍ଚିତ୍ରର ଶୁଟିଂ ଓ ମୁକ୍ତିଲାଭକୁ ମଧ୍ୟ ବାତିଲ…
Read More...