Browsing Tag

Boudha News

ଅଭୟାରଣ୍ୟରେ ଅବାଧ ପଶୁ ଶିକାର; ଗୁଳିବିଦ୍ଧ ବାରହା ସହ ବନ୍ଧୁକ ଜବତ, ଶିକାରୀ ଗିରଫ

ବୌଦ୍ଧ: ନୟାଗଡ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ୍ ର ପହ୍ମତୋଳା ଅଭୟାରଣ୍ୟ ମଧ୍ୟରେ ଅବାଧ ପଶୁ ଶିକାର ଚାଲିଥିବା ଦେଖିବାକୁ ମିଳିଛି । ରବିବାର ଦିନ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ୍ ପକ୍ଷରୁ…
Read More...

ବୌଦ୍ଧକୁ ନାହିଁ ବନ୍ୟା ଭୟ, ମହାନଦୀ ବିପଦ ସଂଙ୍କେତ ତଳେ ପ୍ରବାହିତ

ବୌଦ୍ଧ;    ବୌଦ୍ଧ ଜିଲାରେ ମହାନଦୀ ଦୁଇକୂଳ ଖାଇ ପ୍ରବାହିତ ହେଉଥିବା ବେଳେ ବର୍ତ୍ତମାନ ବିପଦ ସଂଙ୍କେତ ଠାରୁ ପ୍ରାୟ ୧ ମିଟର ତଳେ ପ୍ରବାହିତ ହେଉଥିବା ଜଣାପଡିଛି । ରବିବାର ହୀରାକୁଦ ଡ୍ୟାମରୁ ୨୦ଟି ଗେଟ ଦେଇ ବନ୍ୟାଜଳ…
Read More...

ସାମ୍ପୋଚ ପଞ୍ଚାୟତରେ ପ୍ରଦୀପ କୁମାର ଅମାତଙ୍କ ପ୍ରଚାର

ହରଭଙ୍ଗା : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଶନିବାର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି। ସାମ୍ପୋଚ…
Read More...

ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ବୌଦ୍ଧ : ଜିଲାପାଳ ଜେ. ସୋନାଲ ବୌଦ୍ଧରେ ଯୋଗଦେବା ପରେ ବିଶେଷ ଭାବରେ ଗ୍ରାମାଞ୍ଚଳର ବିକାଶକୁ ଫୋକସ କରିଛନ୍ତି। ଜିଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ହରଭଙ୍ଗା ବ୍ଲକର ଉପାନ୍ତ ଗ୍ରାମ ମହାଲିକ ପଡାରେ ପହଂଚି…
Read More...

ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଠିଡିକାଯୋର ଗ୍ରାମରେ ବୁଧବାର ସକାଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏକ ଘର ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଶ୍ରମିକ ଜଣକ ବିଦ୍ୟୁତ୍ ତାର…
Read More...

ବଜ୍ରପାତରେ ଜଣେ ମୃତ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ଟିକିରାସାହିରେ ରବିବାର ରାତିରେ ବଜ୍ରପାତ ଘଟି  ଶିବ ବେହେରା(୩୮) ନାମକ ଜଣେ ବ୍ୟକ୍ତିଙ୍କ  ମୃତ୍ୟୂ ଘଟିଛି। ଗତକାଲି ରାତିରେ ଶିବ ନିଜ ଘର ପିଣ୍ଡାରେ ବସିଥିବା…
Read More...