Browsing Tag

boudh

ଘରେ ସେବା ପହଞ୍ଚାଇବାକୁ ବୁଲିଲା ରାଜସ୍ୱ ରଥ 

ବୌଦ୍ଧ : କରୋନା ମହାମାରୀ ସମୟରେ ସାଧାରଣଲୋକଙ୍କ ପାଇଁ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବାବେଳେ ଜରୂରୀ କାର୍ଯ୍ୟ ପାଇଁ ଅନେକ ଲୋକ ହଇରାଣ ହେଉଥିବା ଜଣାଯାଇଛି। ତେବେ ଜିଲାପାଳଙ୍କ…
Read More...

ଗର୍ଜନ ସେନା ପକ୍ଷରୁ ବୁଲା ପଶୁ ଓ ପକ୍ଷୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା 

ବୌଦ୍ଧ : ବୌଦ୍ଧ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଜଳ ଉତ୍ସ ସବୁ ଶୁଖିବାରେ ଲାଗିଛି। ଫଳରେ ମଣିଷଙ୍କ ବ୍ୟତୀତ ବୁଲା ପଶୁ ପକ୍ଷୀମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଗୋଟିଏ ପଟେ ମହମାରୀ ଭୟ…
Read More...

ଔଷଧ ବ୍ୟବସାୟୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବାକୁ ଦାବି

ବୌଦ୍ଧ : ଔଷଧ ବ୍ୟବସାୟୀମାନଙ୍କୁ ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ସରକାର ଟିକାକରଣ କରିବାକୁ ମତପ୍ରକାଶ ପାଉଛି। କରୋନା ମହାମାରୀ ସମୟରେ ଦିନରାତି ଔଷଧ ଦୋକାନ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିଥିବାବେଳେ ଔଷଧ…
Read More...

ବୌଦ୍ଧ ବ୍ଲକର ବଭିନ୍ନ ଗ୍ରାମରେ ରେଡକ୍ରସ ପକ୍ଷରୁ ସହାୟତା

ବୌଦ୍ଧ : ବୌଦ୍ଧ ଜିଲା ରେଡକ୍ରସ ପକ୍ଷରୁ ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମରେ କରୋନା ମହାମାରୀ ସମୟରେ ସଚେତନତା ସହ ଗରିିବ କୋଭିଡ ରୋଗୀଙ୍କ ପାଖରେ ସହାୟତା ପହଞ୍ଚାଯାଇଛି। ହରଭଙ୍ଗା ବ୍ଲକ ପରେ ବର୍ତ୍ତମାନ ବୌଦ୍ଧ ବ୍ଳକର…
Read More...

ବୌଦ୍ଧରେ ଅମ୍ଳଜାନ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ 

ବୌଦ୍ଧ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଥିବା ବେଳେ ତୃତୀୟ ଲହର ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଲାଣି। ଏପଟେ ସଂକ୍ରମିତ ହେଉଥିବା ରୋଗୀଙ୍କ ପାଇଁ ଚିକିତ୍ସାଳୟ ଗୁଡିକରେ ଅମ୍ଳଜାନ ସଙ୍କଟ…
Read More...

ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ମୃତଦେହକୁ ନେଇ ଚାଲିଗଲେ ପରିବାର 

ବୌଦ୍ଧ : ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ପରିବାର ଲୋକ ମହାପ୍ରୟାଣ ଗାଡି ନ ପାଇବାରୁ ଶେଷରେ ଅଟୋ ଭଡା କରି ମୃତଦେହ ଘରକୁ ନେବା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ,…
Read More...

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବୌଦ୍ଧ : କରୋନା ମହାମାରୀ ସମୟରେ ରାଜ୍ୟର ଅନେକ ଜିଲାରେ ରାତ୍ରି କର୍ଫ୍ୟୁ ଲଗାଯାଇଥିବାବେଳେ ସାରା ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାଜ୍ୟରେ ବାରମ୍ବାର ବିଦ୍ୟୁତ ଦରବୃଦ୍ଧି ସାଧାରଣଲୋକଙ୍କ ପାଇଁ ବେଡି ଉପରେ…
Read More...

ସରସରା ପଞ୍ଚାୟତର ୩ ଗ୍ରାମରେ ପାନୀୟ ଜଳ ସମସ୍ୟା

ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ପଞ୍ଚାୟତର ସାନବଙ୍କାପଡା, ବଘାରପାଲି ଓ ବଡବଙ୍କାପଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି…
Read More...

ମହାନଦୀ ସେତୁରୁ ପଡି ଶ୍ରମିକ ମୃତ୍ୟୁ ଘଟଣା, ୩ଜଣଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଲା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଖସି ପଡି ଗତକାଲି ଜାହାଙ୍ଗୀର ହୁସେନ(୨୩)ଙ୍କ ଭଳି ଜଣେ ଅଣଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। କମ ଦିନ…
Read More...

ଅବକାରୀ ବିଭାଗ ପକ୍ଷରୁ ୫ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ୫ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ଆମ୍ବଝରୀ ପଂଚାୟତର ବବଡା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଜମିରେ ହୋଇଥିବା ୧୭ ଏକର ଜାଗା ଉପରେ ଚଢାଉ କରି ୫ ହଜାର ଗଂଜେଇ ଗଛ…
Read More...