mission shakti banner
Browsing Tag

boudh

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସମର୍ପଣ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ସମର୍ପଣ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ସଭାପତି ମନୋରଂଜନ ଦାଶ ଯୋଗଦେଇ ସ୍ୱର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ…
Read More...

ବୌଦ୍ଧ ଗୋବିନ୍ଦପୁର ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ଖୁଂଟବନ୍ଧ ପଂଚାୟତର ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୁଧାରାଣୀ ପାଢୀଙ୍କ…
Read More...

ବୌଦ୍ଧ ଜିଲ୍ଲାରେ ଦ୍ୱିତୀୟ ନନ୍ଦନକାନନ ସ୍ଥାପନ ପାଇଁ ପ୍ରଶାସନ ପକ୍ଷରୁ ଯୋଜନା

ବୌଦ୍ଧ : ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାରେ ଜଳ ଓ ଜଙ୍ଗଲ ଭରପୁର ରହିଥିବାବେଳେ ଯୋଜନା ଅଭାବରୁ ଜିଲ୍ଲାର ଅଧିବାସୀଙ୍କ ଆର୍ଥିକ ବିକାଶ ହୋଇପାରିନାହିଁ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଳାରେ ବିଭିନ୍ନ…
Read More...

ବ୍ଲକ୍‍ସ୍ତରୀୟ ଶିଶୁ ସୁରକ୍ଷା କମିଟି ଏବଂ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କର୍ଫୋସ୍‍ କମିଟିଙ୍କ ସଚେତନତା ଶିବିର

ବୌଦ୍ଧ : ବୈାଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବୈାଦ୍ଧର ମିଳିତ ଆନୁକୁଲ୍ୟରେ ସଦର ବ୍ଲକ୍‍ ସଭାଗୃହଠାରେ ଶିଶୁସୁରକ୍ଷା ଏବଂ ବାଲ୍ୟ ବିବାହ ସର୍ମ୍ପକିତ ସଚେତନତା କାର୍ଯ୍ୟକ୍ରମ…
Read More...

ଅବକାରୀ ବିଭାଗ ପକ୍ଷରୁ ୬୩ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଆମ୍ବଝରୀ ପଂଚାୟତ ବାଙ୍କି ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲର ୨୧ ଏକର ଜଙ୍ଗଲ ଜମି ଉପରେ ଚଢାଉ କରି ୬୩ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ଗଂଜେଇର ଆନୁମାନିକ…
Read More...

ପିକ୍‍ଅପ୍‍ ଭ୍ୟାନ ଧକ୍କାରେ ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମୃଷୁଣ୍ଡି ଛକ ନିକଟରେ ଆଜି ଏକ ପିକପ ଭ୍ୟାନ ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାଇ, ମୃଷୁଣ୍ଡି ଗ୍ରାମର ସରୋଜ ରାଉତ(୩୬) ଓ…
Read More...

ତିଲେଶ୍ୱର ଧାନ ମଣ୍ଡିରେ ଧାନ ପୁନଃ କିଣିବାକୁ ସିଏସଓଙ୍କୁ ଦାବିପତ୍ର ପ୍ରଦାନ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତିଲେଶ୍ୱର ଧାନ ମଣ୍ଡିରେ ଧାନ କିଣା ବନ୍ଦ ହୋଇଯାଇଥିବାରୁ ପୁନଃ ଧାନ କିଣିବାକୁ ଅଂଚଳର ଚାଷୀମାନେ ଆଜି ସିଏସଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀନେତା…
Read More...

ବୌଦ୍ଧ ବନଖଣ୍ଡ ପକ୍ଷରୁ ସ୍ୱୟଂସହାୟକ ଦଳକୁ ଆର୍ଥିକ ସଦୃଢ ପାଇଁ କୁକୁଡା ଚିଆଁ ବଣ୍ଟନ 

ବୌଦ୍ଧ: ବୌଦ୍ଧ ଜିଲା ଟିକରପଡା ପଞ୍ଚାୟତର ଭୁର୍କିପଡା ବନସଂରକ୍ଷଣ ସମିତିରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ବନ ସଂରକ୍ଷଣ ସମିିତିର ପରିବାରକୁ ଆର୍ଥିକ ଉନ୍ନତ୍ତିରେ ସୁଦୃଢ…
Read More...

ଜିଲ୍ଲା କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ 

ବୌଦ୍ଧ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ବୌଦ୍ଧ ଜିଲ୍ଳାରେ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଜିଲ୍ଳା ପ୍ରାଣୀ ସଂପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ…
Read More...

ପେଟ୍ରୋଲ ପମ୍ପ, ମଲ, ହୋଟେଲ ଉପରେ ଏନଫୋର୍ସମେଣ୍ଟ୍‍ ଟିମର ଚଢାଉ 

ବୌଦ୍ଧ: ପ୍ରଶାସନିକ ମିଳିତ ସ୍କ୍ୱାଡ଼ର ଏକ ଟିମ୍‍ ମଙ୍ଗଳବାର ବୌଦ୍ଧଗଡ ଏନ୍‍ଏସିର ରାଜନପାଲିଠାରେ ଥିବା ଜୟ ବଜରଙ୍ଗବଲୀ ପେଟ୍ରୋଲ ପମ୍ପ, ଦେବାଶିଷ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‍, ବିଗ୍‍-ଭି ମଲରେ ଅତର୍କିତ ଭାବେ ଚଢାଉ…
Read More...