Browsing Tag

bhubaneswar

ରାଜଧାନୀରେ ଲୁଟିଆଙ୍କ ରାଜୁତି; ମାନୁ ନାହାନ୍ତି ଦିନ ରାତି

ଭୁବନେଶ୍ବର: ଲକ୍ଡ଼ାଉନ ସମୟରେ ଛକ ଛକରେ ପୁଲିସ ପହରା । ହେଲେ ପୁଲିସକୁ ବେଖାତିର କରି ମାତିଛନ୍ତି ଲୁଟିଆ । ଦିନ ନାହିଁ କି ରାତି ନାହିଁ, ଯେଉଁଠି ଯିଏ ଅକଳରେ ପଡ଼ିଲା ତାକୁ ଲୁଟୁଥିବା ଦେଖାଯାଇଛି । ଗତକାଲି ସହରରେ…
Read More...

ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ ପକ୍ଷରୁ ସ୍ଥାପନ ହେବ କୋବିଦ ଡ଼ାକ୍ତରଖାନା

ଭୁବନେଶ୍ବର: କରୋନା ମୁକାବିଲା ଲାଗି ସରକାର ପୁଣି ନେଇଛନ୍ତି ଏକ ବଡ଼ ପଦକ୍ଷେପ । କଟକ ଓ ଖୋର୍ଧା ଜିଲାରେ ବସ୍ତି ଉପରେ ଅଧିକ ଫୋକସ କରିବା ସହ ଅତିରିକ୍ତ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ…
Read More...

ଭୁବନେଶ୍ୱର ସ୍ମାର୍ଟ ସିଟି ସ୍ପେଶାଲ ସ୍କ୍ୱାଡ୍‍ର ବିଭିନ୍ନ ଘରୋଇ ଡାକ୍ତରଖାନା ଗସ୍ତ: କୋଭିଡ଼୍‍-୧୯ ନିର୍ଦ୍ଦେଶାବଳୀ…

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟର ଆଦେଶ ଅନୁପାଳନ ପୂର୍ବକ ଶନିବାର ଭୁବନେଶ୍ୱର ସ୍ମାର୍ଟ ସିଟି ସ୍ପେଶାଲ ସ୍କ୍ୱାଡ୍‍ ବିଏସସିଏଲ ରାଜଧାନୀର କିଛି ଘରୋଇ ଡାକ୍ତରଖାନା / ସ୍ୱାସ୍ଥ୍ୟ ସେବା…
Read More...

ସାନିଟାଇଜ୍‌ ହେଉଛି ଭୁବନେଶ୍ବର ବସ୍ତି, ଭେଣ୍ଡିଂ ଜୋନ୍ ଓ ଉଠା ଦୋକାନ

ଭୁବନେଶ୍ୱର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଲଢ଼େଇ କରୁଛି। ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଅଗ୍ନିଶମ…
Read More...

ଭୁବନେଶ୍ଵରରୁ ୪୫୧ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଗଲା ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ଵର: ଭୁବନେଶ୍ଵରରୁ ୪୫୧ ଯାତ୍ରୀଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ ଗୁରୁବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଗୁରୁବାର ପାଇଁ ମୋଟି ୫୦୫ ଯାତ୍ରୀ ଟିକେଟ୍‌ ବୁକ୍‌ କରିଥିଲେ। କିନ୍ତୁ ୪୫୧ ଯାତ୍ରୀ ଆସିଥିବାବେଳେ ୫୪…
Read More...

ଟ୍ବିନ୍‌ ସିଟିରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା, ଆଜି ଗଡ଼ିଲା ଅଯୁଗ୍ମ ନମ୍ବର ଥିବା ଯାନବାହନ

ଭୁବନେଶ୍ଵର: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ଟ୍ବିନ୍‌ ସିଟି ଭୁବନେଶ୍ଵରରେ ଦିଲ୍ଲୀ ଭଳି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି। ନିୟମ ଅନୁସାରେ ଶନିବାର ୨୧ ତାରିଖ ଅର୍ଥାତ ଅଯୁଗ୍ମ ତାରିଖ ଥିବାରୁ ଆଜି…
Read More...

କାଲିଠୁ ଭୁବନେଶ୍ଵରରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଭଳି ଓଡ଼ିଶା ସରକାର ଅଡ୍‌-ଇଭିନ(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ଲାଗୁ କରିବାକୁ ଯାଉଛନ୍ତି। ଆସନ୍ତା କାଲି ଅର୍ଥାତ ଶନିବାରଠାରୁ ଏହି ବ୍ୟବସ୍ଥା ଭୁବନେଶ୍ଵରରେ ଲାଗୁ ହେବ। ତେବେ ଦିଲ୍ଲୀରେ…
Read More...

ମହାରାଷ୍ଟ୍ର ଏବଂ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ…
Read More...

୫୪ ବ୍ୟାଙ୍କ ଉପରେ ଲାଗିଲା ରୋକ

ଭୁବନେଶ୍ବର : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଘରୋଇ ୟେସ୍ ବ୍ୟାଙ୍କର କାରବାର ଉପରେ କଟକଣା ଲାଗିବା ପରେ ଦେଶର ୫୪ଟି ବ୍ୟାଙ୍କର କାରବାର ଉପରେ ରୋକ୍ ଲାଗିଛି। ଏହି ବ୍ୟାଙ୍କଗୁଡିକ ମଧ୍ୟରୁ ଓଡ଼ିଶାର ୨୨ଟି…
Read More...

ରାଜଧାନୀରେ ଆଠ ଘଣ୍ଟା ବିଦ୍ୟୁତ କାଟିବ ସେସୁ

ଭୁବନେଶ୍ୱର : ଆସନ୍ତାକାଲି ରାଜଧାନୀରେ ଦୀର୍ଘ ଆଠ ଘଣ୍ଟା ବିଦ୍ୟୁତ ସେବା ବନ୍ଦ ରଖିବ ସେସୁ। ରାଜଧାନୀର ଦୁଇଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏହି ବିଦ୍ୟୁତ ସେବା ବନ୍ଦ କରାଯିବ। ଭୁବନେଶ୍ୱରର ଗଙ୍ଗୁଆ ଛକ, ଗଡ଼ ମହାବୀର…
Read More...