Browsing Tag

bhadrak

ସାଢେ ୮ଟା ସୁଦ୍ଧା ଭଦ୍ରକ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ୩୫.୬ ଡିଗ୍ରୀ ସହ ଭଦ୍ରକ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବାଲେଶ୍ଵରରେ ୩୫.୪, ଫୁଲବାଣୀ ୩୪.୬ , ଭୁବନେଶ୍ଵରରେ ୩୪.୪ ଡିଗ୍ରୀ, କଟକ ୩୪.୨,…
Read More...

ବିଧାୟକଙ୍କ ଘରେ ଇଡି ଚଢଉ

ଭଦ୍ରକ: ସହରର ୪ଟି ସ୍ଥାନରେ ଚଢଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ  ସାମଲଙ୍କ ଘରେ ରେଡ କରିଛି ଇଡି । ପୂର୍ବତନ ମନ୍ତ୍ରୀ ଥିଲେ ପ୍ରଫୁଲ୍ଲ ସାମଲ । ବରପଦା ଇଞ୍ଜିନିୟରିଂ କଲେଜର…
Read More...

ବଦାନ୍ୟ ବ୍ୟକ୍ତିଙ୍କ ମହାନତା: ପେନସନ୍‌ ଟଙ୍କାରେ ନଦୀଘାଟରେ ତିଆରି କଲେ ପାହାଚ

ଭଣ୍ଡାରିପୋଖରୀ: ନିଜସ୍ବ ପେନସନ୍‌ ଟଙ୍କାରେ ନଦୀଘାଟ ମରାମତି କରିବା ସହ ପାହାଚ ନିର୍ମାଣ କରି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ପାତ୍ର ସାଜିଛନ୍ତି ୮୬ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ।…
Read More...

ବାଜୁଥିଲା ଡିଜେ ନଥିଲେ ବରଯାତ୍ରୀ – ବାହା ହେବାକୁ ଆସି ହଟ ହଟା ହେଲା ନକଲି ବର

କଣ୍ଟାବାଞ୍ଜି - ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖଗସା ପଞ୍ଚାୟତ ସାଲେପଡା ଗ୍ରାମର ଜଣେ ଯୁବକ ଛଦ୍ମନାମରେ ନିଜକୁ ପ୍ରକାଶ ସାହୁ ବୋଲି ପରିଚୟ ଦେଇ ବିବାହ କରିବାକୁ ଯାଉଥିବା ବେଳେ ଧରାପଡି ଜେଲ୍‌…
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ – ବାଧ୍ୟତାମୂଳକ ଅବସର ଦେଲେ ସରକାର

ଗୁଣପୁର -ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କ। ଲାଞ୍ଚ ନେଉଥିବାବେଳେ ଗତ ୨ ତାରିଖରେ ଭିଜିଲାନସ୍‌ ହାତରେ ରାୟଗଡା ଜିଲା ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଧରା ପଡିଥିଲେ । ଏ ତାଙ୍କୁ ବୁଧବାରରେ ରାଜ୍ୟ…
Read More...

ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କଲେ ସଦାଶିବ ସାମନ୍ତରାୟ

ଭୁବନେଶ୍ୱର - ସଦାଶିବ ସାମନ୍ତରାୟ, କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…
Read More...

ନବରଙ୍ଗପୁର ଓ ଉମରକୋଟ ପୌରନିର୍ବାଚନ ପାଇଁ ୫୬ଟି ବୁଥରେ ପହଁଚିଲେ ପୁଲିଂ ପାର୍ଟି

ନବରଙ୍ଗପୁର : ନବରଙ୍ଗପୁର ଓ ଉମେରକୋଟ ପୌରପରିଷଦରେ ଗୁରୁବାର ଦିନ ପୌର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁଲିଂ ପାର୍ଟି ମାନେ ବୁଥ ରେ ପହଂଚି ସାରିଛନ୍ତି ।…
Read More...

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଭଦ୍ରକ ପୁଲିସର ସ୍ୱତନ୍ତ୍ର ଅଭିଯାନ…

ଭଦ୍ରକ: ଭଦ୍ରକର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଭଦ୍ରକ ପୁଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏନେଇ ଭଦ୍ରକ ଏସପି ଚରଣ ସିଂ ମିନା ମଙ୍ଗଳବାର…
Read More...

ନଦୀରେ ବୁଡ଼ି ଭାଇ ଭଉଣୀ ମୃତ

ଭଦ୍ରକ: ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତସ୍ଥିତ ବୈତରଣୀ ନଦୀରେ ବୁଡ଼ି ଗୁରୁବାର ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ବୈତରଣୀ ନଦୀ ଭିତରେ ବ୍ରିଜ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି କଅଁଳ ଭାଇଭଉଣୀଙ୍କ ଜୀବନ…
Read More...

୧୦ରୁ ଆଖଣ୍ଡଳମଣି ପୀଠରେ ୧୪୪ ଧାରା

ଆରଡ଼ି: ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ଚଳିତ ବର୍ଷ ବିନା ଭକ୍ତରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଜାଗରଯାତ୍ରା ପାଇଁ ପୀଠରେ ଜାରି ହେବ ୧୪୪ ଧାରା। ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ପଡ଼ୁଥିବା…
Read More...