Browsing Tag

bhadark news odia news odisha news

ମୁହାଁମୁହିଁ ଧକ୍କା ପରେ ଜଳିଗଲା ୨ ବାଇକ୍‌‌ ; ଜଣେ ଆହତ

ଭଦ୍ରକ : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟସ୍ଥ ପାଳଦାବାଙ୍କ ପୂର୍ବରୁ ଶନିବାର ୨ ବାଇକ୍‌‌ ମୁହଁମୁହିଁ ଧକ୍କା ହେବା ପରେ ହୁତୁହୁତୁ ହୋଇ ଜଳିଯାଇଛି। ରାଇଡର ବାଇକ ଅନ୍ୟ ଏକ ବାଇକକୁ ଧକ୍କା…
Read More...

ଜମିଜମା ବିବାଦରୁ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ

ଦୋବଲ : ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମର ବିଦ୍ୟାଧର ବେହେରାଙ୍କ ବଡ଼ ପୁଅ ସନାତନ ବେହେରା(୨୨) ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ଜମିଜମା କାରଣରୁ ସେ ଆତ୍ମହତ୍ୟା କରିଥିବା…
Read More...

ଟ୍ୟାଙ୍କର ଚାଳକଙ୍କ ବେପରୁଆ ଗାଡି ଚାଳଲା ;ଜଣେ ମୃତ

ଭଦ୍ରକ : ଟ୍ୟାଙ୍କର ଚାଳକଙ୍କ ବେପରୁଆ ଗାଡି ଚାଳଲା ପାଇଁ ଚାଲିଗଲା ଜଣଙ୍କ ଜୀବନ। ୧୬ ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକରେ ସିରିଜ୍‌‌ ଦୁର୍ଘଟଣାରେ ଶୁକ୍ରବାର ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରକ୍‌‌କୁ ଟ୍ୟାଙ୍କର ଧକ୍କା…
Read More...

୯ ହଜାର ଲାଞ୍ଚ ନେଉଥିଲେ; ରାଜସ୍ୱ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ

ଭଦ୍ରକ : ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ। ଜଳଜମିକୁ ଘରବାଡି କରିବା ପାଇଁ ଲାଞ୍ଚ ନେଉଥିଲେ। ଧରାପଡିଗଲେ ଭିଜିଲାନ୍ସ ହାତରେ। ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା…
Read More...

ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌‌ ୨ ମୃତ, ୨ ଗୁରୁତର..

ଭଦ୍ରକ : ଭଦ୍ରକରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏକ କାର୍‌‌ ବିଦ୍ୟୁତ ଖୁଣ୍ଟକୁ ପିଟିବା ପରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୨ ଗୁରୁତର ହୋଇଛନ୍ତି। ରାଣୀତାଲ ଛକ…
Read More...

ଗର୍ଭବତୀ ମହିଳାଙ୍କୁ ହତ୍ୟା!

ଭଦ୍ରକ : ଗର୍ଭବତୀ ମହିଳାଙ୍କ ମୃତଦେହ ଠାବ ହୋଇଛି। ପାରିପାଶ୍ୱିର୍କ ସ୍ଥିତିରୁ ମହିଳାଙ୍କୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ଏଭଳି ଅଭାବନୀୟ ଘଟଣା ଭଣ୍ଡାରିପୋଖରି ଥାନା ନପଙ୍ଗ ପଞ୍ଚାୟତ କବିସାହି ନିକଟରେ…
Read More...

ଲଜ୍‌‌ରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ.. ଉଦ୍ଧାର ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ.

ଭଦ୍ରକ : ଭଦ୍ରକ ଷ୍ଟେସନ ପାଖ ଏକ ଲଜ୍‌‌ରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ଉଦ୍ଧାର ପରେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମିଳିଥିବା…
Read More...

ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ ; ଧରିଲା ଭିଜିଲାନ୍ସ

ଭଦ୍ରକ : ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ,ଧରିଲା ଭିଜିଲାନ୍ସ ।୨୦୨୩ ମସିହାରୁ ନିଯୁକ୍ତି ମିଳିଥିଲେ ମଧ୍ୟ ଟଙ୍କା ମାଗୁଥିଲେ ସିଡ଼ିପିଓ । ଭଦ୍ରକ ସିଡ଼ିପିଓଙ୍କ ସହ ଜଣେ ଅଙ୍ଗନବାଡି ସୁପରଭାଇଜର ମଧ୍ୟ…
Read More...

ବଡ଼ଧରଣର ଲୁଟ୍‌ ; ବାଇକ୍‌ରେ ଆସି ନେଇଗଲେ କେଜିଏରୁ ଅଧିକ ସୁନା

ଭଦ୍ରକ : ଆଜି ବାସୁଦେବପୁର ବେତଡା ବଜାରରେ ଗହଣା ଦୋକାନରୁ ବଡ଼ଧରଣର ଲୁଟ୍‌ ଲୁଟ୍‍ ହୋଇଛି। । ବଜାରରେ ଥିବା ତୁଳମତୁଳାର ସତ୍ୟାନନ୍ଦ ସାହୁଙ୍କ ପୁଅ ତାରାକାନ୍ତ ସାହୁଙ୍କ ବେତଡା ବଜାର ସ୍ଥିତ କାଶୀଶ୍ୱର ଜୁଏଲାରୀ…
Read More...