Browsing Tag

bbsr news

ସୁଇସାଇଡ୍‌ ନୋଟ ଲେଖିଥିଲେ ଆଦିତ୍ୟ; ଫରେନ୍‌ସିକ ରିପୋର୍ଟରୁ ହେଲା ସ୍ପଷ୍ଟ

ଭୁବନେଶ୍ଵର: ସାମାଜିକ କର୍ମୀ ଆଦିତ୍ୟ ସୁନ୍ଦର ଦାସ ମୃତ୍ୟୁ ମାମଲାର ସୁଇସାଇଡ୍‌ ନୋଟ ସମ୍ପର୍କିତ ଫରେନ୍‌ସିକ୍‌ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି। ସୁଇସାଇଡ୍‌ ନୋଟ୍‌ଟି ଆଦିତ୍ୟ ନିଜେ ଲେଖିଥିଲେ ବୋଲି ଫରେନ୍‌ସିକ…
Read More...

ରାଜଧାନୀରେ ଆତଙ୍କ; ସର୍ବ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ୨ ଦୁର୍ବୃତ୍ତ

ଭୁବନେଶ୍ଵର: ରାଜଧାନୀରେ ଲକ୍‌ଡାଉନ ଚାଲିଛି। ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇଛନ୍ତି। ଏହା ସତ୍ବେ ଅପରାଧୀମାନେ ନିର୍ଭୟ ଭାବେ ଅପରାଧ ଘଟାଇଛନ୍ତି। ସ୍ବଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି।…
Read More...

ପୁଲିସ ବାବୁଙ୍କୁ ଫିଟ୍‌ନେସ ଟାର୍ଗେଟ୍‌, ଫେଲ୍‌ ମାରିଲେ ଚାକିରିରୁ ବିଦା !

ଭୁବନେଶ୍ଵର: କମିଶନରେଟ ପୁଲିସରେ କାର୍ଯ୍ୟରତ କର୍ମଚାରୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର କାରଣ ହେଉଛି କମିଶନର ସୁଧାଂଶୁ ଷଡ଼ଙ୍ଗୀ ଜାରି କରିଥିବା ନୂଆ ନିର୍ଦେଶନାମା, ଯେଉଁଥିରେ ପୁଲିସ ବାବୁଙ୍କୁ ଫିଟ୍‌ନେସ ଟାର୍ଗେଟ୍‌…
Read More...

ଭୁବନେଶ୍ଵରରୁ ୨୫ ଆକ୍ରାନ୍ତ ଚିହ୍ନଟ, ୨୩ ଜଣ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ଵର: ରାଜ୍ୟରେ ସୋମବାର ୨୪୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୯୬ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲାରୁ ୪୦ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କ ମଧ୍ୟରେ ରାଜଧାନୀ…
Read More...

ଦରବାର ସାହିତ୍ୟ ସଂସଦ ପକ୍ଷରୁ ଭୀମଟାଙ୍ଗୀରେ ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ଵର: କରୋନା ଭୂତାଣୁ ଯୋଗୁ ଲକ୍‌ଡାଉନ ଲାଗୁ ହୋଇଥିବାରୁ ଗରିବ ଲୋକମାନେ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି। ବିଶେଷକରି ରାଜଧାନୀରେ ଥିବା ଗୁପଚୁପ ବିକାଳୀ ଏବଂ ରାସନ କାର୍ଡ ନ ଥିବା ଗରିବମାନେ ବହୁ ଅସୁବିଧାର…
Read More...

ଏଣିକି ଘରେ ବସି ଚିକିତ୍ସା ସେବା ପାଇପାରିବେ ରୋଗୀ, ଏମ୍‌ସରେ ଆରମ୍ଭ ହେଲା ଟେଲିମେଡିସିନ ସେବା

ଭୁବନେଶ୍ବର: ଏଣିକି ରୋଗୀ ଘରେ ବସି ଚିକିତ୍ସା ସେବା ପାଇପାରିବେ। ଗୋଟିଏ ଫୋନ କଲ୍‌ରେ ନିଜର ରୋଗ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇପାରିବେ, ଚିକିତ୍ସା ପାଇଁ ପରାମର୍ଶ ନେଇପାରିବେ ଏବଂ ଚିକିତ୍ସା ବି କରାଇପାରିବେ।…
Read More...

ଡ୍ରୋନ ଜରିଆରେ ବିଶୋଧନ ହେଲା ରାଜମହଲରୁ ଶିଶୁଭବନ ଛକ ରାସ୍ତାଘାଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ବିଭକ୍ତ କରାଯାଇ ବିଶୋଧନ…
Read More...

କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ କାର୍ଯ୍ୟାଳୟ ସିଲ୍‌ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ କାର୍ଯ୍ୟାଳୟକୁ ବିଏମସି ସିଲ୍‌ କରିଦେଇଛି। ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସତର୍କତାମୂଳକ ପଦକ୍ଷେପ…
Read More...

ଡା. ଲଳିତ ବେହେରାଙ୍କ ଉପରୁ ନିଲମ୍ବନ ଆଦେଶ ଉଠିଲା

ଭୁବନେଶ୍ଵର: ବିଧାନସଭା ଡିସପେନ୍‌ସାରୀର ଡାକ୍ତର ଲଳିତ ବେହେରାଙ୍କ ଉପରୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି। ଏବେ ସେ ପୁଣି ଥରେ ଡିସପେନସାରୀ ମେଡିକାଲ ଅଫିସର ଭାବେ ଦାୟିତ୍ଵରେ…
Read More...

୪୮ ଘଣ୍ଟା ଭୁବନେଶ୍ଵର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ବନ୍ଦ, ଘର ବାହାରେ ବୁଲିଲେ ଉଠାଇନେବ ପୁଲିସ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵର ଏବଂ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍‌ ଭୁବନେଶ୍ଵରକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ କରାଯାଇଛି। ଏହି ନିୟମ ଶୁକ୍ରବାର ରାତି ୮ଟାରୁ…
Read More...