Browsing Tag

banki news

ଜାତୀୟ କୃମି ନାଶକ ଦିବସ ଓ ବାତଜ୍ୱର ନିରାକରଣ ଔଷଧ ସେବନ ଶୁଭାରମ୍ଭ

ବାଙ୍କୀ : ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗୁରୁବାର ଦିନ ଜାତୀୟ କୃମି ନାଶକ ଦିବସ ପାଳନ ତଥା ବାତଜ୍ୱର ନିରାକରଣ ପାଇଁ ଡିଇସି ବଟିକା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।…
Read More...

ବ୍ଲକ ପରିସରରେ ଅଧିକାରୀଙ୍କୁ ବୁଷ୍ଟର ଡୋଜ୍ ଟିକା

ବାଙ୍କୀ : ଆଗାମୀ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ୱ ଗ୍ରହଣ କରିଥିବା ଅଧିକାରୀ ମାନଙ୍କୁ ଗୁରୁବାର ଦିନ ୩ୟ ତଥା ବୁଷ୍ଟର ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର…
Read More...

ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ଅଧିକାରୀଙ୍କୁ ୩ୟ ପର୍ଯ୍ୟାୟ ପ୍ରଶିକ୍ଷଣ

ବାଙ୍କୀ : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଯଥାକ୍ରମେ ଶୃଙ୍ଖଳିତ ପରିଚାଳନା କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ସ୍ତରରେ ଯଥାକ୍ରମେ ପ୍ରିଜାଇଡିଂ ଓ ଫାଷ୍ଟପୋଲିଂ ଅଫିସର ମାନଙ୍କୁ ସବିଶେଷ…
Read More...

ଚକ୍ରପାଣି ପୀଠକୁ ଭାବପୂର୍ଣ୍ଣ କଳସ ଯାତ୍ରା

ବାଙ୍କୀ : ବାଙ୍କୀ ବିଲିପଡା ଗ୍ରାମପଞ୍ଚାୟତ ସ୍ଥିତ ଶ୍ରୀଶ୍ରୀ ଭାଗବତ ଗୋସ୍ୱାମୀ ଦେବଙ୍କ ପଞ୍ଚଦଶ ବାର୍ଷିକ ମହୋତ୍ସବ ଅବସରରେ ଏକ ଭାବପୂର୍ଣ୍ଣ କଳସ ଯାତ୍ରା ମହାନଦୀ ରେଣୁକା ଘାଟରୁ ଚକ୍ରପାଣି ପୀଠକୁ ଯାତ୍ରା କରିଛି।…
Read More...

ଟେଲିଫୋନ୍ ଟାୱାରରେ ଚଢି ଯୁବକଙ୍କ ଚେତାବନୀ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ପ୍ରହଲ୍ଲାଦ ଗୋଚ୍ଛିଙ୍କ ପୁଅ ମଳୟରଂଜନ ଗୋଚ୍ଛି(୨୩) ବୁଧବାର ଦିନ ଭୋରୁ ଏକ ସୁଉଚ୍ଛ ଟେଲିଫୋନ୍  ଟାୱାରରେ ଚଢି ଅନ୍ୟକୁ ଭୟଭିତ କରିବା ସହିତ ସ୍ଥାନୀୟ…
Read More...

କୁଶପଙ୍ଗୀ ପଞ୍ଚାୟତରେ ବିଜେଡିର ମିଶ୍ରଣପର୍ବ

ବାଙ୍କୀ : ବୁଧବାର ଦିନ ବାଙ୍କୀ ବିଜେଡି କାର୍ଯ୍ୟାଳୟରେ କୁଶପଙ୍ଗୀ ପଞ୍ଚାୟତର ଅନ୍ୟଦଳର ୫ଜଣ ଯୁବକ ସ୍ୱଇଚ୍ଛାରେ ବିଜୁ ଜନତା ଦଳରେ ଯୋଗଦେଇଥିବା ସୂଚନା ମିଳିଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ…
Read More...

ପ୍ରଧାନଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

ବାଙ୍କୀ : ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ତଥା ସ୍ଥାନୀୟ ସରକାରୀ ଚର୍ଚ୍ଚିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାଶିଷ ହାଜରା ସୋମବାର ଦିନ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ…
Read More...

ବାଙ୍କୀ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ସ୍ମାରକୀ ପତ୍ର ପ୍ରଦାନ

ବାଙ୍କୀ : ଶୁକ୍ରବାର ଦିନ ଅପରାହ୍ନରେ ବାଙ୍କୀ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ବିଜେପି ଓବିସି ମୋର୍ଚ୍ଚାର ପ୍ରତିନିଧି ମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଏକ ୭ଦଫା ସମ୍ପଳିତ ସ୍ମାରକ ପତ୍ର…
Read More...

ବାଙ୍କୀରେ ଅବକାରୀ ଚଢାଉ ; ୪ଗିରଫ

ବାଙ୍କୀ : ଶୁକ୍ରବାର ଦିନ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ଉପରେ ଚଢାଉ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଛି। ସୂଚନ।ଅନୁଯାୟୀ ଅବକାରୀ ବିଭାଗ ବାଙ୍କୀ-ଡମପଡା ବ୍ଲକ ଅଧିନ ତାଳବସ୍ତ ଠାରେ ବିକାଶ କୁମାର…
Read More...

ଏନ.ଏ.ସି ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ଧାରଣା,କାର୍ଯ୍ୟ ବାଧାପ୍ରାପ୍ତ

ବାଙ୍କୀ : ବାଙ୍କୀ ଏନ.ଏ.ସିରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀ ୨ମାସର ବକେୟା ଦରମା ପାଇନଥିବାରୁ ଶୁକ୍ରବାର ଦିନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସହରକୁ ସ୍ୱଚ୍ଛ ଓ ସବୁଜ କରିବାରେ ସମ୍ପୁର୍ଣ୍ଣ…
Read More...