Browsing Tag

banki news

କୁଶପଙ୍ଗୀ ପଞ୍ଚାୟତରେ ବିଜେଡିର ମିଶ୍ରଣପର୍ବ

ବାଙ୍କୀ : ବୁଧବାର ଦିନ ବାଙ୍କୀ ବିଜେଡି କାର୍ଯ୍ୟାଳୟରେ କୁଶପଙ୍ଗୀ ପଞ୍ଚାୟତର ଅନ୍ୟଦଳର ୫ଜଣ ଯୁବକ ସ୍ୱଇଚ୍ଛାରେ ବିଜୁ ଜନତା ଦଳରେ ଯୋଗଦେଇଥିବା ସୂଚନା ମିଳିଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ…
Read More...

ପ୍ରଧାନଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

ବାଙ୍କୀ : ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ତଥା ସ୍ଥାନୀୟ ସରକାରୀ ଚର୍ଚ୍ଚିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାଶିଷ ହାଜରା ସୋମବାର ଦିନ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ…
Read More...

ବାଙ୍କୀ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ସ୍ମାରକୀ ପତ୍ର ପ୍ରଦାନ

ବାଙ୍କୀ : ଶୁକ୍ରବାର ଦିନ ଅପରାହ୍ନରେ ବାଙ୍କୀ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ବିଜେପି ଓବିସି ମୋର୍ଚ୍ଚାର ପ୍ରତିନିଧି ମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଏକ ୭ଦଫା ସମ୍ପଳିତ ସ୍ମାରକ ପତ୍ର…
Read More...

ବାଙ୍କୀରେ ଅବକାରୀ ଚଢାଉ ; ୪ଗିରଫ

ବାଙ୍କୀ : ଶୁକ୍ରବାର ଦିନ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ଉପରେ ଚଢାଉ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଛି। ସୂଚନ।ଅନୁଯାୟୀ ଅବକାରୀ ବିଭାଗ ବାଙ୍କୀ-ଡମପଡା ବ୍ଲକ ଅଧିନ ତାଳବସ୍ତ ଠାରେ ବିକାଶ କୁମାର…
Read More...

ଏନ.ଏ.ସି ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ଧାରଣା,କାର୍ଯ୍ୟ ବାଧାପ୍ରାପ୍ତ

ବାଙ୍କୀ : ବାଙ୍କୀ ଏନ.ଏ.ସିରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀ ୨ମାସର ବକେୟା ଦରମା ପାଇନଥିବାରୁ ଶୁକ୍ରବାର ଦିନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସହରକୁ ସ୍ୱଚ୍ଛ ଓ ସବୁଜ କରିବାରେ ସମ୍ପୁର୍ଣ୍ଣ…
Read More...

ଚିନାବାଦାମ କ୍ଷେତ ପ୍ରଦର୍ଶନ ପାଇଁ ଚାଷୀଙ୍କୁ ରିଆତି ଚିନାବାଦାମ ବିହନ ଯୋଗାଣ

ବାଙ୍କୀ : ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ବାଙ୍କୀ-ଡମପଡା ବ୍ଲକରେ ଚିନାବାଦାମ ଚାଷ କ୍ଷେତ ପ୍ରଦର୍ଶନ ନିମନ୍ତେ ଚାଷୀ ମାନଙ୍କୁ ରିଆତି ଦରରେ ଚିନାବାଦାମ ବିହନ ଯୋଗାଣ କରାଯାଇଛି। ଡମପଡା…
Read More...

ବ୍ଲକ ସ୍ତରୀୟ ମହାସଂଘ ଋଣମେଳା

ବାଙ୍କୀ : ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ସଶକ୍ତ କରି ପରିବାରର ଆୟ ବୃଦ୍ଧିରେ ସହାୟ ହେବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ଲକ ସ୍ତରୀୟ ମହାସଂଘ ମାଧ୍ୟମରେ ଋଣ ବଣ୍ଟନ କରାଯାଇଛି। ଗୁରୁବାର ଦିନ ଡମପଡା ବ୍ଲକ…
Read More...

ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର

ବାଙ୍କୀ : ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ କଟକ ଜିଲ୍ଲା ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଚଳିତ ବର୍ଷ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଅଧାରୁ…
Read More...

ମା ବାଉତୀ କମ୍ରେଡ୍ ଗୋଷ୍ଠୀ ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ

ବାଙ୍କୀ :  ବାଙ୍କୀ-ଡମପଡା ବ୍ଲକ ଅଧିନ କୁଶପଙ୍ଗି ଗ୍ରାମ ଗୋଟିଏ କୃଷି ପ୍ରଧାନ ଶିକ୍ଷିତ ଗ୍ରାମ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା। ଶିକ୍ଷା ବିକାଶରେ ଏ ଗାଁରେ ଅଛି ପ୍ରାଥମିକ ବିଦ୍ୟାଳୟ,ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ…
Read More...

ବାଙ୍କୀରେ ପଡିକାର୍ଡ ଧାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସହାୟତା ଆରମ୍ଭ

ବାଙ୍କୀ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମରେ ବାଙ୍କୀ ଉପଖଣ୍ଡରେ ପଡିକାର୍ଡ ଧାରୀଙ୍କୁ ୧ହଜାର ଟଙ୍କାର ନଗଦ ଆର୍ଥିକ ସହାୟତା ପ୍ରଦାନ ଗୁରୁବାର ଦିନ ଆରମ୍ଭ ହୋଇଛି। ଏହି ଅବସରରେ ବାଙ୍କୀ-ଡମପଡା ବ୍ଲକ ସମ୍ମିଳନୀ…
Read More...