Browsing Tag

Balasore

୨ ଦିନ ପରେ ପାଣିକୁଣ୍ଡରୁ ହାତୀ ଛୁଆ ଉଦ୍ଧାର

ବାଲେଶ୍ବର: ବାଲେଶ୍ୱର ଓ ମୟୁରଭଞ୍ଜ ସୀମାରେ ଥିବା ଲୁହାପଡା-ଘାସମରା ଜଙ୍ଗଲ ନିକଟସ୍ଥ ଏକ ପାଣିକୁଣ୍ଡରେ ୨ ଦିନ ଧରି  ପଡ଼ିଥିବା ଏକ ହାତୀ ଛୁଆକୁ ଶୁକ୍ରବାର ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ନିଜ ଛୁଆକୁ ସାଙ୍ଗରେ ନେଇ…
Read More...

ଯାତ୍ରା ଟିକେଟକୁ କେନ୍ଦ୍ର କରି ଗଣ୍ଡଗୋଳ, ଜାଳିଦେଲେ କମିଟି ସଦସ୍ୟଙ୍କ ଅଟୋ

ବାଲେଶ୍ବର: ବାଲେଶ୍ବର ଜିଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାରରେ ଯାତ୍ରା ଟିକେଟକୁ ନେଇ ଗଣ୍ଡଗୋଳ। କମିଟି ସଦସ୍ୟଙ୍କ ଅଟୋ ଜାଳିଦେଳେ ନିଶାସକ୍ତ ଯୁବକ। ସୂଚନା ଅନୁସାରେ, ଗଣ୍ଡିବେଡ଼ ବଜାର ନିକଟରେ ରଙ୍ଗମହଲ…
Read More...

ହେଲ୍ପରଙ୍କ ଗୋଡ଼ରେ ଚଢିଗଲା ବସ୍‌

ବାଲେଶ୍ଵର: ବାଲେଶ୍ଵର ବସଷ୍ଟାଣ୍ଡରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣା ଅନୁସାରେ ବାଲେଶ୍ଵର ବସଷ୍ଟାଣ୍ଡରୁ ଆଖଣ୍ଡଳମଣି ଅଭିମୁଖେ ଯାଉଥିବା ସୀତାରାମ ନାମକ ବସର ଚକ ନିଜ ହେଲ୍ପର ଗୋଡ଼ ଉପରେ ଚଢ଼ି ଯିବାରୁ…
Read More...

ଡମ୍ପର ଧକ୍କାରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ବାଲେଶ୍ବର: ବାଲେଶ୍ଵର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆଁ ନଈ ପୋଲ ନିକଟରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସକାଳ ସାଢେ଼ ୯ଟା…
Read More...

ଟ୍ରାକ୍ଟର-ବାଇକ୍‌ ଧକ୍କା; ୩ ଗୁରୁତର

ବାଲେଶ୍ବର: ବାଲେଶ୍ବର ଜିଲା ସଦର ଥାନା ଅନ୍ତର୍ଗତ ସାରଗାଁ ସ୍ଥିତ ଶାନ୍ତି ଢାବା ନିକଟରେ ମଙ୍ଗଳବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଆରଡିଓ ରାସ୍ତା କାମ ବେଳେ ଟ୍ରାକ୍ଟର ଓ ବାଇକ୍‌ ପରସ୍ପର ଧକ୍କା ହୋଇ…
Read More...

ଗୋରୁ ବୋଝେଇ କଣ୍ଟେନର ଜବତ, ୬ ଅଟକ

ବାଲେଶ୍ବର: ବାଲେଶ୍ବର ଜିଲା ସେରଗଡ଼ ଟୋଲଗେଟ ନିକଟରୁ ସୋମବାର ଦୁଇଟି ଗୋରୁ ବୋଝେଇ କଣ୍ଟେନର ଜବତ କରିଛି ପୁଲିସ। ଏଥିରେ ଥିବା ୧୦୦ରୁ ଊର୍ଦ୍ଧ୍ଵ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହାସହ ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଅଟକ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲା ଖଣ୍ତାପଡା ଥାନା ଅନ୍ତର୍ଗତ ବୋଇତା ଗ୍ରାମରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପଡ଼ିଥିବା ଖବର ପାଇ ପୁଲିସ ସେଠାକୁ ଆସି ମୃତଦେହକୁ ଜବତ କରିଥିବା ଜଣାପଡ଼ିଛି।…
Read More...

ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ ; ସାମାନ୍ୟ ବଚସାରୁ ମାଆକୁ ହାଣି ହତ୍ୟା କଲା

ବାଲେଶ୍ୱର: ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ମିରିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାଆକୁ ଖଣ୍ଡାରେ ହାଣି ହତ୍ୟା କରିଛି ପୁଅ। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ସାନ…
Read More...

ଟ୍ରାକ୍ଟର ଚାପାରେ ୬ଷ୍ଠ ଶ୍ରେଣୀ ଛାତ୍ର ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ଵର: ବାଲେଶ୍ଵର ଜିଲା ଭୋଗରାଇ ଥାନା ଛକ ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଲେଶ୍ଵର ଡାକ୍ତରଖାନା ଏବଂ ପରେ କଟକ ବଡ଼ ମେଡିକାଲକୁ…
Read More...

ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ: ସଂକ୍ରମିତ ବା ସଂଗରୋଧୀଙ୍କୁ ଶେଷରେ ମିଳିବ ଭୋଟଦାନ ସୁଯୋଗ

ଦୁଇ ଜିଲାପାଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଲୋଚନା ପ୍ରତି ବୁଥରେ ରହିବ ସର୍ବାଧିକ ୧୦୦୦ ମତଦାତାଙ୍କ ସୂଚୀ ଅତିରିକ୍ତ ବୁଥ୍ ନିମନ୍ତେ ରାଜନୈତିକ ଦଳ ସହ ଆଲୋଚନା ହେବ ସାମାଜିକ ଦୂରତ୍ବ, ମାସ୍କ, ସାନିଟାଇଜର…
Read More...