www.samajalive.in
Monday, December 15, 2025
17.1 C
Bhubaneswar

ବାଜି ମାରୁଛି ବିଜେଡି, ୨୫୬ ଜୋନରୁ ୨୩୦ ଜୋନରେ ବିଜେଡି ବିଜୟୀ

ଭୁୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପଞ୍ଚାୟତ ନିର୍ବାଚନ ଭୋଟ୍‍ ଗଣିତି । ଗତକାଲି ପ୍ରଥମ ଦିନରେ ପଞ୍ଚାୟତ ନିର୍ବାଚନର ଭୋଟ୍‍ ଗଣତି କରାଯାଇଥିଲା । ପ୍ରଥମ ଦିନରେ ୩୧୫ ଜୋନରେ ଭୋଟ୍‍ ଗଣତି ହୋଇଥିବା ବେଳେ ୨୫୬ ଜୋନର ଫଳାଫଳ ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ବିଜେଡି ବଡ଼ ବିଜୟୀ ହାସଲ କରିଛି । ୨୫୬ ଜୋନରୁ ବିଜେଡି ପ୍ରାର୍ଥୀ ୨୩୦ ଜୋନରେ ବିଜୟୀ ହୋଇଛନ୍ତି । ସେହିପରି ବିରୋଧୀ ବିଜେପି କଂଗ୍ରେସର ପଛରେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ୧୨ ଜୋନରେ କଂଗ୍ରେସ ପ୍ରାର୍ଥୀ ବାଜି ମାରିଥିବା ବେଳେ, ୧୦ଟି ଜୋନରେ ବିଜେପିର ବିଜୟୀ ହୋଇଛି । ଅନ୍ୟପଟେ ୨ଟି ଲେଖାଏ ଆସନ ହାତେଇଛନ୍ତି ସ୍ୱାଧୀନ ଓ ଅନ୍ୟାନ୍ୟ ପ୍ରାର୍ଥୀ । ୨ଟି ଜୋନରେ ସ୍ୱାଧୀନ ପ୍ରାର୍ଥୀ ବାଜିମାରିଥିବା ବେଳେ, ଆଉ ୨ଟି ଆସନ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories