ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ଆମିକସକ୍ୟୁରୀ ରଞ୍ଜିତ କୁମାର ବୁଧବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ଆମିକସକ୍ୟୁରୀ ସବିଶେଷ ତଥ୍ୟ ଦେବାକୁ ଅଧିକ ସମୟ ମାଗିଛନ୍ତି। ତେବେ ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ଏ.କେ.ସିକ୍ରିଙ୍କ ଅନୁପସ୍ଥିତି ଯୋଗୁଁ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୫ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
Popular Categories



