www.samajalive.in
Saturday, December 6, 2025
14.1 C
Bhubaneswar

ବିଜେପିର ୧୩ ଜିଲା ସଭାପତି ଘୋଷିତ

ଭୁବନେଶ୍ବର : ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି । ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକଙ୍କ ନାଁ ଘୋଷଣା କରିଥିବାବେଳେ ଦଳ ଗଜପତି ପାଇଁ ନବକିଶୋର ଶବରଙ୍କୁ ସଭାପତି କରିଛି । ସେହିଭଳି କନ୍ଧମାଳ- ପଣ୍ଡିତ କୁମାର ବିସ୍‌ମାଝୀ, ରାଉରକେଲା- ପୂର୍ଣ୍ଣିକେର୍କେଟା, ଯାଜପୁର- ଦେବଯାନୀ ପ୍ରଧାନ, କୋରାପୁଟ- ଶିବ ମୁଦୁଲି, ଭୁବନେଶ୍ବର- ନିରଞ୍ଜନ ମିଶ୍ର, ଖୋର୍ଦ୍ଧା- ବିଶ୍ବରଞ୍ଜନ ବଡ଼ଜେନା, ସୁବର୍ଣ୍ଣପୁର- ବେଣୁଧର ଦାଶ, ଭଦ୍ରକ- ଭଗବାନ ପଣ୍ଡା, ଝାରସୁଗୁଡ଼ା- ରଘୁନନ୍ଦନ ପଣ୍ଡା, ନୟାଗଡ଼- ତାପସ ରଞ୍ଜନ ମାର୍ଥା, ରାୟଗଡା ପାଇଁ ଗୋପୀ ଆନନ୍ଦଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଦଳ ସଙ୍ଗଠନକୁ ମଜଭୁତ କରିବା ପାଇଁ ଅନେକ ପଦକ୍ଷେପ ନେଉଛି । କିଛି ଦିନ ତଳେ ଦଳ ୨୩ ଜିଲା ସଭାପତିଙ୍କ ନାଁ ଘୋଷଣା କରିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories