www.samajalive.in
Wednesday, December 10, 2025
26.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ପ୍ରୟାଗରାଜ ମହାକୁମ୍ଭରେ ପୁଣିଥରେ ଅଗ୍ନିକାଣ୍ଡ.. ସେକ୍ଟର ୮ ବଜରଙ୍ଗ ଦାସ ମାର୍ଗରେ ନିଆଁ ଲାଗିଥିବା ସୂଚନା.. ତମ୍ବୁ ଏବଂ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ..

ଜୟପୁର ଥୁରୁଡିପୁଟରେ ମର୍ମନ୍ତୁଦ ଦୁର୍ଘଟଣା.. ଅଟୋକୁ ପିଟିଲା ଟିପ୍ପର, ୪ ମୃତ..

- Advertisement -

ପୁରୀ ରଥଯାତ୍ରା ପାଇଁ ଲାଗିବ ଏଆଇ କ୍ୟାମେରା, ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା.. ସୂଚନା ଦେଲେ ପୁରୀ ଏସ୍‌ପି ବିନୀତ ଅଗ୍ରଓ୍ବାଲ..

ଦିଲ୍ଲୀ ଏନ୍‌ସିଆରରେ ଭୂକମ୍ପ ଝଟ୍‌କା, ତୀବ୍ରତା ୪.୦ ରେକର୍ଡ..

ରାଜ୍ୟରେ ୬୬ ଆଇଏଏସ ଏବଂ ୬୯ ଆଇପିଏସ ପଦବୀ ଖାଲିପଡ଼ିଛି.. ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ଭିଜିଲାନ୍ସ ଜାଲରେ ଲେଫ୍ରିପଡ଼ା ତହସିଲ କନିଷ୍ଠ କିରାଣି ଗୋଲେଖ ବିହାରୀ ନାଏକ.. ୨୦ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ..

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories