www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରାବଣ ଦ୍ୱିତୀୟ ସୋମବାର: ଦେବଗିରି ଧାମରେ କାଉଡ଼ିଆଙ୍କ ଭିଡ଼

କଲ୍ୟାଣସିଂହପୁର: ଆଜି ପବିତ୍ର ଶ୍ରାବଣ ମାସର ଦ୍ଵିତୀୟ ସୋମବାର। ଏଥିଲାଗି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦରରେ ଥିବା ପ୍ରସିଦ୍ଧ ଦେବଗିରି ପୀଠ ପାହାଡ ପଞ୍ଚମୁଖେଶ୍ୱରଙ୍କ ନିକଟରେ ଶହ ଶହ କାଉଡିଆ ଭକ୍ତଙ୍କ ଭିଡ ଜମିଛି।  ବିଭିନ୍ନ ଜିଲ୍ଲା ରୁ କାଉଡିଆମାନେ ଆସି ବାବାଙ୍କ ନିକଟରେ  ଜଳାଭିଷେକ କରିଛନ୍ତି । ପ୍ରଥମ ସୋମବାରଠାରୁ  ଦ୍ୱିତୀୟ ସୋମବାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।  ଭକ୍ତ ମାନଙ୍କ ପାଇଁ ଦେବଗିରି ଆଶ୍ରମ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।  ରାୟଗଡା, କୋରାପୁଟ, କଳାହାଣ୍ଡି, କଟକ, ନୟାଗଡ, ବ୍ରହ୍ମପୁର,ସମ୍ବଲପୁର, ନବରଙ୍ଗପୁର, ପାପଡାହାଣ୍ଡି, ଉମରକୋଟ,ଜଗତସିଂହପୁର, ବଲାଙ୍ଗୀର  ରୁ  ବହୁ  କାଉଡ଼ିଆ ଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories