www.samajalive.in
Monday, December 15, 2025
14.1 C
Bhubaneswar

ସୌର ତାରବାଡ ଲୋକାର୍ପିତ

ଗୁରୁଡିଝାଟିଆ :  ଆଠଗଡ ବନଖଣ୍ଡ ପକ୍ଷରୁ କଖଡି ଠାରେ ସୌର ତାରବାଡ ଉଦଘାଟିତ ହୋଇଛି । ବନ୍ୟପ୍ରାଣୀଙ୍କ କବଳରୁ ବିଶେଷତଃ ହାତୀମାନଙ୍କୁ ଫସଲ ମୁହଁରୁ ବାଧାଦେବା ପାଇଁ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ କଖଡିର ଚାଷୀମାନଙ୍କ ହିତ ଦୃଷ୍ଟରୁ ସୌର ତାରବାଡ ଲୋକାର୍ପିତ କରାଯାଇଛି । ଏହା ଦ୍ୱାରା ହାତୀମାନଙ୍କ କବଳରୁ ଫସଲହାନୀକୁ ରକ୍ଷା କରାଯାଇପାରିବ। ଆଠଗଡ ବନଖଣ୍ଡ ଅଧିକାରୀ ଡଃ ଯଜ୍ଞଦତ୍ତ ପତି ଏହାକୁ ଉଦଘାଟନ କରି କୃଷି ଓ କୃଷକର ହିତ ସହିତ ହାତୀମୁହଁରୁ ଫସଲ ରକ୍ଷା ପାଇଁ ଏହା ଫଳପ୍ରଦ ହୋଇପାରିବ। କୃଷକମାନଙ୍କ ସହିତ ଆମ୍ଭେମାନେ ସବୁବେଳେ ଯୋଗାଯୋଗରେ ଅଛୁ ବୋଲି କହିଥିଲେ। ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ, ସରପଞ୍ଚ କଳ୍ପନାଛତାର, ସୁରେନ୍ଦ୍ର ମହାନ୍ତି, ବିଜେଡି ନେତା ବେଣୁଧର ମହାନ୍ତି, ଶ୍ରୀକାନ୍ତ ଖଟୁଆ,ପ୍ରଫୁଲ ସାହୁ, ଶରତ ଚନ୍ଦ୍ର ମହାନ୍ତି,ତ୍ରିନାଥ ସାହୁ, ନରେନ୍ଦ୍ର ସାହୁ ,ନୀଳମଣି ବାରିକ ପ୍ରଭୃତି କୃଷକମାନେ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories