ସାକ୍ଷୀଗୋପାଳ : ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟବାଦୀରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୋହିତ ବଂଶୀଧର ପାଢ଼ୀ ଓ ବିଶ୍ୱନାଥ ମହାପାତ୍ର ଭୂମି ପୂଜନ କରିଥିଲେ। ବିଶ୍ୱବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଆଜି ମୃତ୍ତିକା ପରୀକ୍ଷା କରାଯାଇଛି। ଏହି ଅବସରରେ ଓଡିଶା ସେତୁ ନିର୍ମାଣ ନିଗମର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ପ୍ରକଳ୍ପ ମୁଖ୍ୟ ଉମେଶ ଚନ୍ଦ୍ର ଜେନା, ଯନ୍ତ୍ରୀ ଶୁଭମ ପାତ୍ର ଓ ଅଭିଷେକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



