କଟକ : କଟକ ଗଣ୍ଡଗୋଳ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି ପୁଲିସ୍ ହେଡ୍ କ୍ଵାର୍ଟର୍ସରେ ଏଭଳି ଘଟଣା ଘଟିବା ନିନ୍ଦନୀୟ। ଆଗୁଆ ଏ ବାବଦରେ କୌଣସି ସୂଚନା ନଥିଲା । ତେଣୁ ଗୁଇନ୍ଦା ସମ୍ପୂର୍ଣ୍ଣ ଫେଲ ମାରିଛି। କଟକ ସହରରେ ଶାନ୍ତି ବଜାୟ ରଖିବା ଆମର ପ୍ରାଥମିକତା। ପୁଲିସ୍ ଏହି ଘଟଣାରେ କଠୋରରୁ କଠୋଇ କାର୍ଯ୍ୟାନୁଷ୍ଠାନ ନେଉ ବୋଲି କହିଛନ୍ତି ସୋଫିଆ।
Popular Categories



