www.samajalive.in
Wednesday, November 19, 2025
29.1 C
Bhubaneswar

ଦେଖନ୍ତୁ ଭିଡିଓ; ଝିଟିପିଟିକୁ ଗୋଡାଇ ଗୋଡାଇ ଘରେ ପଶିଲା ୧୧ ଫୁଟର ଅହିରାଜ..

ମୟୁରଭଞ୍ଜ : ମୟୁରଭଞ୍ଜର ଏକ ଗାଁରୁ ୧୧ ଫୁଟର ବିଶାଳକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି । ସାପ ଦେଖିବା ମାତ୍ରେ ଲୋକେ ସାପ ଧରାଳୀକୁ ଖବର ଦେଇଥିଲେ । ସାପ ଧରାଳୀ ସାପଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।


୧୧ ଫୁଟ ଲମ୍ବ ବିଶିଷ୍ଟ ଏହି ଅହିରାଜ ସାପକୁ ସୁରକ୍ଷିତ ଭାବେ ଘରୁ ବାହାର କରିବା ପରେ ସାବଧାନପୂର୍ବକ ଜଙ୍ଗଲରେ ଛଡା ଯାଇଥିଲା । ସାପ ଝିଟିପିଟିକୁ ଗୋଡାଇ ଗୋଡାଇ ଘରେ ପଶିଥିଲା ବୋଲି ଲୋକେ କହିଛନ୍ତି ।
ଏହାପୂର୍ବରୁ କର୍ଣ୍ଣାଟକର ଏକ ଗାଁର ଏକ ଘରୁ ବିଶାଳକାୟ ଅହିରାଜ ଉଦ୍ଧାର ହୋଇଥିଲା । ସାପଟି ରାସ୍ତାରେ ଯାଉଥିବା ବେଳେ ଲୋକେ ତାକୁ ହଇରାଣ କରିବାରୁ ସେ ଏକ ଘରେ ପଶି ଯାଇଥିଲା । ଘର ମାଲିକ ସାପ ଧରାଳୀଙ୍କୁ ଡାକିବା ପରେ ସାପକୁ ଉଦ୍ଧାର କରିଥିଲେ ।

ଜାଣନ୍ତୁ; ସୁପରଷ୍ଟାର ବିଜୟଙ୍କ ‘ଗୋଟ୍‌’, ପ୍ରଥମ ଦିନରେ କରିଛି କେତେ ଆୟ..

- Advertisement -

Hot this week

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

Related Articles

Popular Categories