www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ବାଛୁରୀ ଦେହରେ ଗୁଡାଇ ହୋଇ ରହିଲା ବିଷାକ୍ତ ସାପ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓ ଦେଖିଲେ ଆପଣଙ୍କୁ ମଧ୍ୟ ଭୟଭୀତ ଲାଗିବ ।


ଭିଡିଓରେ ଦେଖିପାରିବେ, ଏକ ବିଷାକ୍ତ ସାପ ବାଛୁରୀଟି ଦେହରେ ସମ୍ପୂର୍ଣ୍ଣ ଗୁଡାଇ ହୋଇ ରହିଛି। ବାଛୁରୀଟି ଏକ ଖୁଣ୍ଟରେ ବନ୍ଧା ହୋଇଛି । ବାଛୁରୀର ଶରୀରରେ ଏକ ବିଷାକ୍ତ ସାପ ଗୁଡାଇ ହେଉଛି। ବାଛୁରୀର ବେକରେ ମଧ୍ୟ ସାପଟି ମୋଡିବା ଭଳି ଗୁଡାଇ ହୋଇଛି। ଏହାପରେ ବାଛୁରୀଟି ଡେଇଁବାକୁ ଆରମ୍ଭ କରୁଛି। ପରେ ସାପଟି ଧିରେ ଧିରେ ସେଠାରୁ ପଳାଉଛି। ଏହି ଭିଡିଓକୁ ଦେଖି ଲୋକେ ଭୟଭୀତ ହେବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଭିଡିଓକୁ ଏଯାଏଁ ୪ କୋଟି ୯୨ ଲକ୍ଷ ଥର ଦେଖାଯାଇ ସାରିଛି ।

ଏହି ବାସ୍ତୁ ଦୋଷ ପାଇଁ ବିଳମ୍ବ ହୁଏ ବିବାହ; ବାରମ୍ବାର ଆସେ ବାଧା..

- Advertisement -

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories