www.samajalive.in
Monday, December 15, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ ; ଫ୍ରିଜ୍‌ରେ ଫଣା ଟେକି ବସିଥିଲା ନାଗସାପ, ତା’ପରେ

ନୂଆଦିଲ୍ଲୀ : ସମସ୍ତ ସ୍ଥାନରେ ପ୍ରବଳ ଖରା ସହ ଭୀଷଣ ଗରମ ଅନୁଭବ ହେଉଛି। ଦେଶର ବିଭିନ୍ନ ସ୍ଥାନରେ ଖରା କାରଣରୁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ତେବେ ଖରାଦିନେ ଖାଲି ମଣିଷ ନୁହେଁ ଜୀବଜନ୍ତୁମାନେ ମଧ୍ୟ ଏହାର ପ୍ରଭାବରେ ଥଣ୍ଡା ସ୍ଥାନ ଖୋଜି ବୁଲନ୍ତି । ଚିନ୍ତା କରନ୍ତୁ ଥଣ୍ଡା ପାଣି ପିଇବା ପାଇଁ ଫ୍ରିଜ୍‌ ଖୋଲିବା ସମୟରେ ତା’ଭିତରେ ସାପ ବସିଥିବ । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ଭୟଭୀତ କରିବା ସହ ଆଶ୍ଚର୍ଯ୍ୟଚକିତ କରିବ । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଥଣ୍ଡା ପାଇବା ପାଇଁ ଏକ ନାଗ ସାପ ଫ୍ରିଜ୍‌ ଭିତରେ ଥିବା ଦେଖାଯାଉଛି ।

- Advertisement -

ଭିଡିଓରେ ଦେଖିପାରିବେ ଏକ ଫ୍ରିଜ୍‌ ଖୋଲା ଅଛି, ତା’ଭିତରେ ଏକ ନାଗ ସାପ ଫଣା ଟେକି ବସି ରହିଛି । ଘଟଣାକ୍ରମେ ଜଣେ ବ୍ୟକ୍ତି ଥଣ୍ଡା ପାଣି ପାଇଁ ଫ୍ରିଜ୍‌ ଖୋଲିବା ମାତ୍ରେ ତାଙ୍କ ହୋସ୍‌ ଉଡିଯାଉଛି । କାରଣ ଫ୍ରିଜ୍‌ ଭିତରେ ଫଣା ଟେକି ନାଗସାପ ବସିଛି । ଭିଡିଓଟିକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଆଉ ଅଳ୍ପ ଦିନ.. ଶନିଙ୍କ ଓଲଟା ଚଳନ ସହ ବୃହସ୍ପତି ଚଳନ; ଏହି ରାଶି କିଣିବେ ନୂଆ ଘର,ଭୂମି, ବଢିବ ଦରମା, ହେବେ ଧନୀ..

ପହଲଗାମ୍‌ ଆକ୍ରମଣ ପରେ ଆଉ ଏକ ଆକ୍ରମଣର ଆଶଙ୍କା; ସତର୍କ କଲା ଗୁଇନ୍ଦା ସଂସ୍ଥା

ଦେଖନ୍ତୁ ଭିଡିଓ; ଗଛ ଉପରେ ହୋଇଛି କାର୍‌ ପାର୍କିଂ..

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories