ପହଲଗାମ୍ ଆକ୍ରମଣ ପରେ ଆଉ ଏକ ଆକ୍ରମଣର ଆଶଙ୍କା; ସତର୍କ କଲା ଗୁଇନ୍ଦା ସଂସ୍ଥା
ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ପହଲଗାମ୍ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସାରା ଦେଶ ମର୍ମାହତ ହୋଇଛି । ମାତ୍ର ଏବେ ମଧ୍ୟ ବିପଦ ଟଳି ନାହିଁ। ପହଲଗାମ୍ ଆକ୍ରମଣ ପରେ ଆଉ ଏକ ଆକ୍ରମଣ କରାଯିବା ନେଇ ଆଶଙ୍କା କରାଯାଉଛି। ଗୁଇନ୍ଦା ସଂସ୍ଥାର ସତର୍କ ସୂଚନା ଅନୁଯାୟୀ, ଲସ୍କର-ଏ-ତୋଇବାର ବିପଦପୂର୍ଣ୍ଣ ମଡ୍ୟୁଲ୍କୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏମାନେ ପୁଣି ଥରେ କାଶ୍ମୀରରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥର ମଧ୍ୟ ସେମାନେ ଟାର୍ଗେଟ କିଲିଂ … Continue reading ପହଲଗାମ୍ ଆକ୍ରମଣ ପରେ ଆଉ ଏକ ଆକ୍ରମଣର ଆଶଙ୍କା; ସତର୍କ କଲା ଗୁଇନ୍ଦା ସଂସ୍ଥା
Copy and paste this URL into your WordPress site to embed
Copy and paste this code into your site to embed