କଟକ : କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ତାର ତୃତୀୟ ୱିକେଟ ହରାଇଛି। ଶ୍ରେୟସ ଆୟର ମାତ୍ର ୭ରନ କରି ଆଉଟ ହୋଇ ଯାଇଛନ୍ତି। ସେ କିମୋ ପଲଙ୍କ ବଲରେ ବାଉଣ୍ଡ୍ରି କରରେ କ୍ୟାଚ ହୋଇଯାଇଛନ୍ତି। ଶ୍ରେୟସ ଆଉଟ ହେବା ପରେ ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିଛନ୍ତି।
ବର୍ତ୍ତମାନ ୩୪ଓଭର ଖେଳ ଶେଷ ସୁଦ୍ଧା ଭାରତ ୧୯୫ରନ କରି ତିନୋଟି ୱିକେଟ ହରାଇଛି।



