www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରାବଣର ଶେଷ ସମୟରେ ଦାନ କରନ୍ତୁ ଏହି ଦ୍ରବ୍ୟ ମିଳିବ ଅଶେଷ କୃପା

ଶ୍ରାବଣ ମାସର ଶେଷରେ କିଛି ଏପରି ଦ୍ରବ୍ୟ ଅଛି ଯାହାକୁ ଦାନ କଲେ ବହୁ ଶୁଭ ଫଳ ମିଳିଥାଏ। ମାନ୍ୟତା ରହିଛି ଯେ ଶ୍ରାବଣ ମାସରେ ପୂଜା ଓ ଦାନର ବିଶେଷ ମହତ୍ତ୍ୱ ରହିଛି। ଭକ୍ତି ସହ ପୂଜା ଓ ଦାନ କଲେ ଭଗବାନ ବହୁ ପ୍ରସନ୍ନ ହୋଇଥାଆନ୍ତି। ସୁଖସମୃଦ୍ଧି, ଧନସମ୍ପତ୍ତି ଆଦିର ପ୍ରାପ୍ତି ନିମନ୍ତେ ଶ୍ରାବଣ ମାସରେ ଦାନ କରିବା ଅତ୍ୟନ୍ତ ଶ୍ରେଷ୍ଠ ହୋଇଥାଏ।
ରୁଦ୍ରାକ୍ଷ ଦାନର ମହତ୍ତ୍ୱ- ରୁଦ୍ରାକ୍ଷ ଦାନ ଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ। ପ୍ରଭୁ ଶିବଙ୍କର ମନ୍ଦିରରେ ପୂଜା କରୁଥିବା ପଣ୍ଡିତଙ୍କୁ ରୁଦ୍ରାକ୍ଷର ମାଳା ଦାନ କଲେ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ।
ଚାନ୍ଦିର ଟଙ୍କା – ୨ଟି ଚାନ୍ଦିର ଟଙ୍କାକୁ ଦାନ କଲେ ଅକ୍ଷୁର୍ଣ୍ଣ ପୂଣ୍ୟ ମିଳିଥାଏ। ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ।
ଦୀପ ଦାନ – ଶ୍ରାବଣ ମାସରେ ପ୍ରତିଦିନ ଦୀପ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଦୀପ ହେତୁ ଅନ୍ଧକାର ଦୂର ହୋଇଥାଏ ଓ ରଶ୍ମୀର ପ୍ରଘଟ ହୋଇଥାଏ। ତେଣୁ ଦୀପ ଦାନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ମିଳିଥାଏ।
ବୃକ୍ଷରୋପଣ – ଶ୍ରାବଣ ମାସର ଶେଷ ବେଳକୁ ବେଲ ଗଛ ଓ ଅନ୍ୟାନ୍ୟ ଗଛ ଲଗାଇଲେ ମଧ୍ୟ ବହୁ ପୁଣ୍ୟ ମିଳିଥାଏ। ଏହା ଛଡ଼ା ଗାଈକୁ ଘାସ ଖାଇବାକୁ ଦେଲେ ମଧ୍ୟ ପ୍ରଭୁ ଭୋଳା ଶଙ୍କରଙ୍କର ବିଶେଷ କୃପା ମିଳିଥାଏ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories