www.samajalive.in
Saturday, December 6, 2025
23.1 C
Bhubaneswar

ବିଶିଷ୍ଟ କବି ଚିନ୍ତାମଣୀ ବେହେରାଙ୍କ ପରଲୋକ

ନବରଙ୍ଗପୁର : ରାଜ୍ୟ ପୁରସ୍କାର ପ୍ରାପ୍ତ କୋରାପୁଟିଆ ଆଦିବାସୀ ଜନଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର “କମଲି” ର ପ୍ରଯୋଜକ , ଭାଗୀରଥି ସମ୍ମାନ” ପ୍ରାପ୍ତ କବି, ଜନାଦୃତ “ଶୁକ୍ରୁ ପରଜା ଓ ଅନ୍ୟାନ୍ୟ ଗଳ୍ପ” ସଂକଳନର ରଚୟିତା, ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା, ଆକାଶବାଣୀ କଳାକାର ଶ୍ରୀ ଚିନ୍ତାମଣି ବେହେରାଙ୍କ ଆଜି ଉମରକୋଟ ଠାରେ ଦୁଃଖଦ ବିୟୋଗ  ହୋଇଯାଇଛି। ତାଙ୍କ ବିୟୋଗରେ “ସାହିତ୍ୟିକ ଭାଗୀରଥି ପାତ୍ର ସ୍ମୃତି ସଂସଦ” ର ସମ୍ପାଦକ ରାମ ପ୍ରସାଦ ପାତ୍ର, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବଲ୍ଲଭ ରାଉତ, ପୁର୍ବତନ ସଦସ୍ୟ ଜେମାମଣି ବିଷୋୟୀ, ଅଶୋକ କୁମାର ପଟ୍ଟନାୟକ, ବୁଲୁ ହୋତା, ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ମଞ୍ଚ, ଚଳଚ୍ଚିତ୍ର ଓ ଆକାଶବାଣୀ କଳାକାର ଓ ବଭିନ୍ନ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories