ବୃତ୍ତି ପରୀକ୍ଷା ଘୁଞ୍ଚିଲା
ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା । ଏନଆରଟିଏସ୍ ଏବଂ ପ୍ରାଥମିକ ବୃତ୍ତି ପରୀକ୍ଷା ଘୁଞ୍ଚାଯାଇଛି । ତେବେ ୨୩ ଏବଂ ୨୫ ତାରିଖରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚିଛି । ପରୀକ୍ଷା ପୁଣି ହେବେ ହେବ ସେନେଇ ବୋର୍ଡ ପରେ ଜଣାଇବ ବୋଲି ସୂଚନା ଦିଆଯାଇଛି ।
Comments are closed.