୨୩ରୁ ବର୍ଷା: ୨୫ରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ବର : ବାତ୍ୟା ଉତ୍ତର ଓଡ଼ିଶାକୁ ସ୍ପର୍ଶ କରିବା ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୨୪ ତାରିଖ ରାତି କିମ୍ବା ୨୫ ସକାଳ ସୁଦ୍ଧା ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଉପକୂଳ ଛୁଇଁପାରେ ବାତ୍ୟା । ଏହି ସମୟରେ ବାତ୍ୟାର ରୂପ ଭୀଷଣ ରହିବା ସହିତ ପବନର ବେଗ ୧୦୦ରୁ ୧୨୦ କିମି ଘଣ୍ଟା ପ୍ରତି ରହିପାରେ । ୨୪ ତାରିଖ ପାଇଁ  ୭ ଜିଲାକୁ ରେଡ୍ ଆଲର୍ଟ … Continue reading ୨୩ରୁ ବର୍ଷା: ୨୫ରେ ଛୁଇଁପାରେ ସ୍ଥଳଭାଗ