www.samajalive.in
Monday, December 8, 2025
13.1 C
Bhubaneswar

ଗ୍ରାହକଙ୍କୁ ଏସବିଆଇର ଝଟ୍‌କା; ଫିକ୍ସଡ ଡିପୋଜିଟ ଉପରେ କମାଇଲା ସୁଧ ହାର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ) ଏହାର ଗ୍ରାହକମାନଙ୍କୁ ଝଟ୍‌କା ଦେଇଛି। ରିଟେଲ ଟର୍ମ ଡିପୋଜିଟ ଅର୍ଥାତ ଫିକ୍ସଡ ଡିପୋଜିଟ(ଏଫଡି) ଉପରେ ମିଳୁଥିବା ସୁଧ ହାରକୁ କମାଇ ଦେଇଛି। ଫିକ୍ସଡ ଡିପୋଜିଟ୍‌(୨ କୋଟିରୁ କମ୍‌) ଉପରେ ଏସବିଆଇ ୧୦ରୁ ୫୦ ବେସିସ୍‌ ପଏଣ୍ଟ ସୁଧ ହ୍ରାସ କରିଛି। ସେହିପରି ୨ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଫିକ୍ସଡ ଡିପୋଜିଟ ଉପରେ ୨୫ରୁ ୫୦ ବେସିସ ପଏଣ୍ଟ ସୁଧ ହ୍ରାସ କରିଛି। ଆସନ୍ତା ୧୦ ତାରିଖରୁ ଏହି ନୂଆ ସୁଧ ହାର ଲାଗୁ କରାଯିବ।

୨ କୋଟି ଟଙ୍କାରୁ କମ୍‌ ଫିକ୍ସଡ ଡିପୋଜିଟ ଉପରେ ସୁଧ ହାର

ଅବଧି                              ନୂଆ ହାର                 ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ହାର

୭ରୁ ୪୫ ଦିନ                               ୪.୫%                                       ୫%

- Advertisement -

୪୬ରୁ ୧୭୯ ଦିନ                          ୫%                                          ୫.୫%

୧୮୦ରୁ ୨୧୦ ଦିନ                       ୫.୫%                                        ୬%

୨୧୧ରୁ ୧ ବର୍ଷ                            ୫.୫%                                        ୬%

୧ ବର୍ଷରୁ ୨ ବର୍ଷ                            ୬%                                          ୬.୫%

୨ ବର୍ଷରୁ ୩ ବର୍ଷ                            ୬%                                          ୬.୫%

୩ ବର୍ଷରୁ ୫ବର୍ଷ                              ୬%                                         ୬.୫%

୫ ବର୍ଷରୁ ୧୦ ବର୍ଷ                         ୬%                                          ୬.୫%

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories