www.samajalive.in
Friday, December 12, 2025
14.1 C
Bhubaneswar

ଶତବୀର ସିଂ ରିୟାର ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡ଼ିଶା ଦଳ ମ୍ୟାନେଜର

ଡେସ୍କ/ମାଲକାନଗିରି: ଲକ୍ଷ୍ନୌ ଠାରେ ବିସିସିଆଇ ଦ୍ୱାରା ଆୟୋଜିତ ହେବାକୁ ଥିବା ସୟଦ ମୁସ୍ତାକ ଅଲି ଟ୍ରଫିରେ ଭାଗ ନେଉ ଥିବା ଓଡ଼ିଶା ସିନିୟର ପୁରୁଷ ଦଳର ମ୍ୟାନେଜର ଭାବେ ମାଲକାନଗିରିର କ୍ରୀଡାବିତ ଶତବୀର ସିଂ ରିୟାର ମନୋନୀତ ହୋଇଛନ୍ତି। ଆସନ୍ତା ୮ ତାରିଖରୁ ଲକ୍ଷ୍ନୌ ଠାରେ ବିସିସିଆଇ ଦ୍ୱାରା ସାୟଦ ମୁସ୍ତାକ ଅଲି ଟ୍ରଫିରେ ଓଡ଼ିଶା କ୍ରିକେଟର ସିନିୟର ପୁରୁଷ ଟିମ ଭାଗ ନେବେ। ଏହି ଖେଳ ଆସନ୍ତା ୨୨ ତାରିଖ ଯାଏ ହେବ। ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ଦଳ ନିମନ୍ତେ ମ୍ୟାନେଜର ରୂପେ ମାଲକାନଗିରିର କ୍ରୀଡାବିତ ଶତବୀର ସିଂ ରିୟାରଙ୍କୁ ଚୟନ କରାଯାଇଛି। ରିୟାର ପୂର୍ବରୁ ମଧ୍ୟ ଅନେକ ଥର ଏହି ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories