ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ମନ୍ଦିରରେ ଆଜି ଦେବନୀତି ବିଳମ୍ବିତ ହୋଇଛି। ଦ୍ବିପ୍ରହର ଧୂପ ଆଜି ସନ୍ଧ୍ୟା ୭ଟା ପରେ ହୋଇଥିଲା। ସମୟାନୁବର୍ତ୍ତିତା ଓ ଅସହଯୋଗ ଫଳରେ ଆଜି ଦେବନୀତି ବିଳମ୍ବିତ ହୋଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ସୂତ୍ରରୁ ଜଣାପଡିଛି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!