କାର୍ଯ୍ୟାଳୟରେ ମହିଳାଙ୍କୁ ଅସଦାଚରଣ ; ସଇଁତଳା କୃଷି ଅଧିକାରୀଙ୍କୁ ଗିରଫ କଲା ପୁଲିସ
![](https://samajalive.in/wp-content/uploads/2019/03/e036cfe1-cbe9-4bf3-ae27-dd6e56e9d2d6.jpg)
ସଇଁତଳା : ବଲାଙ୍ଗିର ଜିଲା ସଇଁତଳା କୃଷି ଅଧିକାରୀ ଦିଲୀପ ମାଝୀଙ୍କ ବିରୋଧରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆସିଛି। ନିଜର କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରିରୀକ ସମର୍କ ରଖିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ପରେ ପୁଲିସ ଦିଲୀପ ମାଝିଙ୍କୁ ଗିରଫ କରିଛନ୍ତି।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)