www.samajalive.in
Saturday, December 6, 2025
26.1 C
Bhubaneswar

ସାହାରପଡ଼ା ବ୍ଲକରେ ଗ୍ରାମ ରୋଜଗାର ସେବକଙ୍କ ଧାରଣା 

ପାଟଣା : ସଦର ବ୍ଲକ ବାଉରିପଦା ପଞ୍ଚାୟତ ଗ୍ରାମରୋଜଗାର ସେବକଙ୍କୁ ଗ୍ରାମସଭା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରି ଲହୁଲୁହାଣ କରିଥିବା ଆକ୍ରମଣକାରୀ ଗିରଫ ଦାବିରେ ନିଖିଳ ଓଡିଶା ଗ୍ରାମରୋଜଗାର ସେବକ ସଙ୍ଘ ନିଷ୍ପତି କ୍ରମେ ସାହାରପଡା ବ୍ଲକ ଗ୍ରାମରୋଜଗାର ସେବକ ସଭାପତି ରାଜେଶ କୁମାର ମହାନ୍ତ, କୋଷାଧ୍ୟକ୍ଷ ରତ୍ନାକାର ମହାନ୍ତ, ନିହାର ରଞ୍ଜନ ପରିଡା, ପଦ୍ମାବତୀ ମହାନ୍ତ, ହୃଷି ମହାନ୍ତ, ସୁଦର୍ଶନ ପୃଷ୍ଟି,କେଦାରନାଥ ସେଠୀ, ନରସିଂହ ମାଝୀ, ଯଶୋଦା ନାଏକ,ଧରଣୀଧର ମହାନ୍ତ,କବିରାଜ ମହାନ୍ତ,ସାଲ ଖାନ ମାଝୀ, ଜୟନ୍ତୀ ମହାନ୍ତ,ଦିଲ୍ଲୀପ କୁମାର ତନ୍ତି, ଶିରିସ କୁମାର ମହାନ୍ତ, ଦୁର୍ଯ୍ୟଧନ ମହାନ୍ତ, ଅକ୍ଷୟ କୁମାର ମହାନ୍ତ, ଯଦୁମଣି ମହାନ୍ତ ପ୍ରମୁଖ ଅଗଷ୍ଟ ୨୩ ତାରିଖରୁ ସାହାରପଡା ବ୍ଲକ  କାର୍ଯ୍ୟାଳୟ ପରିସରରେ ପ୍ରତିବାଦରେ ବସି  ଆନ୍ଦୋଳନ ଜାରି ରଖିଛନ୍ତି। ସମ୍ପୃକ୍ତ ଆକ୍ରମଣକାରୀ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀରହିବ ବୋଲି ସୂଚନା ଦେଇଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories