www.samajalive.in
Sunday, December 14, 2025
17.1 C
Bhubaneswar

ପୂର୍ବତନ ବାହୁବଳୀ  ସାଂସଦ  ଶାହାବୁଦ୍ଦିନଙ୍କ ଭଣଜାକୁ ଗୁଳି ମାରି ହତ୍ୟା

ପାଟଣା.- ବିହାରର  ପୂର୍ବତନ ବାହୁବଳୀ ସାଂସଦ ଶାହାବୁଦ୍ଦିନଙ୍କ ଭଣଜାଙ୍କୁ  ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି ।   ଏହାପରେ ସେଠାରେ  ହିସାଂ ଦେଖାଦେଇଛି । ପ୍ରତାପପୁର ନାମକ ଗାଁ ଶାହାବୁଦ୍ଦିନଙ୍କ ଭଣଜା ମହମ୍ମଦ ୟୁସୁଫକୁ କେହି ଦୁର୍ବୃତ୍ତ ଗୁଳି ମାରି ଦେଇଛି । ୟୁସୁଫଙ୍କ ଛାତିରେ ଗୁଳି ବାଜିଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାରକେ ଶାହାବୁଦ୍ଦିନିଙ୍କ ସମର୍ଥକମାନେ ରାସ୍ତା ରୋକ କରିବା ସହ ପୋଡା ଜଳା କରିଥିଲେ । ଅନେକ ହତ୍ୟା ମାମଲାର ଅଭିଯୁକ୍ତ ଶାହାବୁଦ୍ଦିନ ଏବେ ତିହାର ଜେଲର୍‌ରେ ରହିଛନ୍ତି । ଏହି ଘଟଣାର ଦୁଇ ଦିନ ପୂର୍ବତୁ ସାମ୍ବାଦିକ ରାଜଦେବ ରଞ୍ଜନଙ୍କ ହତ୍ୟା ମାମଲାରେ  ସିବିଆର ସ୍ୱତନ୍ତ୍ର ଅଦାଲତ ଶାହାବୁଦ୍ଦିନ ଓ ଅନ୍ୟ ୬ ଜଣଙ୍କ ବିରୋଧର ଶୁଣାଣୀ ପରେ ଅଭିଯୋଗ ପ୍ରସ୍ତୁତ କରିଛନ୍ତି ।  ଏହାପରେ ଶାହାବୁଦ୍ଦିନଙ୍କ ଭଣଜାକୁ ଗୁଳିମାରି ହତ୍ୟା କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories