Patra electronics

ରାଜ୍ୟ ବଜେଟ ୨୦୧୮-୧୯ : ଗ୍ରାମାଞ୍ଚଳର ବିକାଶ ଉପରେ ଗୁରୁତ୍ୱ

0

ଭୁବନେଶ୍ୱର: ୨୦୧୮-୧୯ ରାଜ୍ୟ ବଜେଟରେ ସରକାର ବିଜୁଳି, ସଡ଼କ ଓ ଜଳ ଯୋଗାଣ ଏବଂ ଗ୍ରାମାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
-ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ୧ କୋଟି ଟଙ୍କା
-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୨୫୦ କୋଟି ଟଙ୍କା
-ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି ଟଙ୍କା
-ସ୍ମାର୍ଟ ସିଟି ପାଇଁ ୪୦୦ ପାଇଁ କୋଟି ଟଙ୍କା
-ସର୍ବ ଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟି ଟଙ୍କା
-ମଧ୍ୟାହ୍ନ ଭୋଜନ ପାଇଁ ୮ଶହ ୮ କୋଟି ଟଙ୍କା

-ଗ୍ରାମାଞ୍ଚଳ ଜଳଯୋଗାଣ ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

 -ନିରାମୟ ଯୋଜନା ପାଇଁ ୩୦୪ କୋଟି ଟଙ୍କା
-ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ଯୋଜନା ୭୦୦ କୋଟି ଟଙ୍କା
-ପୁରୁଷ ବିଶ୍ୱକପ୍‍ ହକି ପାଇଁ ୧୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Leave A Reply