www.samajalive.in
Saturday, December 13, 2025
18.1 C
Bhubaneswar

ୟୁକ୍ରେନରୁ ଫେରିଲେ ଆଉ ୨୪୯ ଛ।ତ୍ରଛ।ତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ୍ ଓ ରୁଷ ଉପରୁ ହଟୁନି ୟୁଦ୍ଧର କଳ। ବ।ଦଲ । ଉଭୟ ଦେଶ ମଧ୍ୟରେ ଚ।ଲିଛି ଘମ।ଘୋଟ ଲଢ଼େଉ । ଦିନକୁ ଦିନ ଯୁଦ୍ଧ ଭୟ।ନକ ହେଉଛି । ଏହ।ରି ଭିତରେ ୟୁକ୍ରେନରେ ଫସିଛନ୍ତି ଭ।ରତୀୟ ନ।ଗରିକ ଓ ଛ।ତ୍ରଛ।ତ୍ରୀ । ୟୁକ୍ରେନରେ ଫସି ରହିଥିବ। ନ।ଗରିକମ।ନଙ୍କୁ ନିର।ପଦ ସ୍ଥ।ନ।ନ୍ତର ପ।ଇଁ ଭ।ରତ ସରକ।ର ମଧ୍ୟ ଏକ ଅଭିଯ।ନ ଚଳ।ଇଛନ୍ତି । ଏପର୍ଯ୍ୟନ୍ତ ୧୧୦୦ରୁ ଅଧିକ ଭ।ରତୀୟ ସୁରକ୍ଷିତ ଭ।ବେ କିଭରୁ ଫେରିଛନ୍ତି । ତଥ।ପି, ସେଠ।ରେ ବହୁ ସଂଖ୍ୟକ ନ।ଗରିକ ଫସି ରହିଛନ୍ତି । ସୂଚନ।ନୁସ।ରେ, ଏୟ।ର ଇଣ୍ଡିଆର ପଞ୍ଚମ ବିମ।ନ ୟୁକ୍ରେନରୁ ଭ।ରତୀୟ ଛ।ତ୍ରମ।ନଙ୍କୁ ନେଇ ଆଜି ଦିଲ୍ଲୀ ବିମ।ନ ବନ୍ଦରରେ ଅବତରଣ କରିଛି । ୟୁକ୍ରେନରେ ଫସି ରହିଥିବ। ୨୪୯ ଜଣ ଛ।ତ୍ର ଏବଂ ଅନ୍ୟ ଭ।ରତୀୟ ନ।ଗରିକଙ୍କୁ ନେଇ ଏୟ।ର ଇଣ୍ଡିଆ ବିମ।ନ (ଏଆଇ ୧୯୪୨) ଆଜି ସକ।ଳ ପ୍ର।ୟ ୬:୩୦ ସମୟରେ ଦିଲ୍ଲୀର ଇନ୍ଦିର। ଗ।ନ୍ଧୀ ଅନ୍ତର୍ଜ।ତୀୟ ବିମ।ନବନ୍ଦରରେ ଅବତରଣ କରିଛି ।

‘ଅପରେସନ୍ ଗଙ୍ଗ।’ ଅଧୀନରେ ବୁଖ।ରେଷ୍ଟରୁ ୨୧୯ ନ।ଗରିକଙ୍କୁ ନେଇ ପ୍ରଥମ ଏୟ।ର ଇଣ୍ଡିଆ ବିମ।ନ ଶନିବ।ର ମୁମ୍ବ।ଇରେ ଅବତରଣ କରିଥିଲ। । ପରେ ରବିବ।ର ରତି ପ୍ର।ୟ ୨.୪୫ ସମୟରେ ୨୫୦ ଭ।ରତୀୟ ନ।ଗରିକଙ୍କ ସହ ବୁଖ।ରେଷ୍ଟରୁ ଦ୍ୱିତୀୟ ବିମ।ନ ଦିଲ୍ଲୀ ବିମ।ନ ବନ୍ଦରରେ ଅବତରଣ କରିଥିଲ। ।  ଏଥି ସହିତ, ୨୪୦ ଜଣଙ୍କୁ ନେଇ ତୃତୀୟ ବିମ।ନ ରବିବ।ର (୨୭ ଫେବୃଆରୀ) ସକ।ଳ ପ୍ର।ୟ ୯.୨୦ ସମୟରେ ଦିଲ୍ଲୀରେ ଅବତରଣ କରିଥିଲ। ।

- Advertisement -

ବୁଖ।ରେଷ୍ଟରୁ ଟ।ଟ। ଗ୍ରୁପ୍ ଦ୍ୱ।ର। ପରିଚ।ଳିତ ଏକ କମ୍ପ।ନୀର ବିମ।ନ (ଚତୁର୍ଥ) ୧୯୮ ଭ।ରତୀୟ ନ।ଗରିକଙ୍କ ସହିତ ରବିବ।ର (୨୭ ଫେବୃଆରୀ)ରେ ସନ୍ଧ୍ୟ। ୫.୩୫ ରେ ଜ।ତୀୟ ର।ଜଧ।ନୀରେ ପହଞ୍ଚିଛି । ୟୁକ୍ରେନରେ ୧୩,୦୦୦ ରୁ ଅଧିକ ଭ।ରତୀୟ ନ।ଗରିକ ଫସି ରହିଛନ୍ତି, ଯେଉଁମ।ନଙ୍କ ପ।ଇଁ ସେମ।ନଙ୍କୁ ନିର।ପଦରେ ସ୍ଥ।ନ।ନ୍ତର କରିବ।କୁ ଉଦ୍ୟମ କର।ଯ।ଉଛି । ଏଯ।ଏ ୟୁକ୍ରେନରୁ ‘ଅପରେସନ୍ ଗଙ୍ଗ।’ ଅଧୀନରେ ୧୧୫୬ଜଣ ଭ।ରତୀୟ ନ।ଗରିକ ଏବଂ ଛ।ତ୍ରଛ।ତ୍ରୀଙ୍କୁ ଉଦ୍ଧ।ର କର।ଗଲ।ଣି ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories