www.samajalive.in
Sunday, December 14, 2025
26.1 C
Bhubaneswar

ରାଉରକେଲାରେ ଚାଞ୍ଚଲ୍ୟ ; ଗୋଟିଏ ରାତିରେ ୨ ଜଣଙ୍କୁ ହତ୍ୟା

ରାଉରକେଲା : ରାଉରକେଲାରେ ଗୋଟିଏ ଦିନରେ ୨ଟି ହତ୍ୟାକାଣ୍ଡ ଘଟଣା ଚାଞ୍ଚଲ୍ୟ ଖେଳାଇଛି। ବିଳମ୍ବିତ ରାତିରେ ରାଉରକେଲା ସହରରେ ଛେଣ୍ଡ କୋଅପରେଟିଭ କଲୋନୀର ମୁକେଶ କରଙ୍କୁ ଚାରିରୁ ପାଞ୍ଚ ଜଣ ଯୁବକ ବାଇକରେ ଆସି ଗୋଡାଇ ଗୋଡାଇ ବିଚ୍‌ ରାସ୍ତାରେ ହତ୍ୟା କରିଛନ୍ତି। ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗାନ୍ଧୀରୋଡ୍‌ରେ ଅନ୍ୟ ଜଣଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ ; ମାତ୍ର ୧୫ ସେକେଣ୍ଡରେ ବୁଲେଟ୍‌ ଚୋରି କରି ଯୁବକ ଫେରାର

ଦେଖନ୍ତୁ ଭିଡିଓ ; ବିଦ୍ୟୁତ୍‌ ତାର ଉପରେ ଘାସ ଖାଉଛି ଛେଳି

- Advertisement -

ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ

ବହୁ ଚର୍ଚ୍ଚିତ ଧଉଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ ; ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ

 

 

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories