mission shakti banner

 ସଡକ ଦୁର୍ଘଟଣାରେ ୨ ମୃତ

BSKY banner  750×100
0

ସୁନ୍ଦରଗଡ: ସୁନ୍ଦରଗଡ ସଦରଥାନା ଅନ୍ତର୍ଗତ ଜଗତଗଡ ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦେବଗଡ-ସୁନ୍ଦରଗଡ ମଧ୍ୟରେ ଚଳାଚଳ କରୁଥିବା ନେହାଲ ନାମକ ବସ୍‌ ପଛପଟୁ ଧକ୍କା ଦେବାରୁ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣାପରେ ବସ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୁଲିସ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି ।

Leave A Reply