www.samajalive.in
Saturday, December 6, 2025
17.1 C
Bhubaneswar

ପୂର୍ବ ପୁରୁଷଙ୍କ ଆଶୀର୍ବାଦରେ ଖୋଲେ ବନ୍ଦ ଭାଗ୍ୟର ତାଲା ; ଜାଣନ୍ତୁ କେମିତି କରିବେ ପ୍ରସନ୍ନ..

ଯେଉଁମାନଙ୍କ ଉପରେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ରହିଥାଏ ସେମାନଙ୍କୁ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ ବୋଲି ମାନ୍ୟତା ରହିଛି। ପୂର୍ବ ପୁରୁଷଙ୍କ ଆଶୀର୍ବାଦ ପାଇଁ ବ୍ୟକ୍ତି ନିଜ ଜୀବନରେ ଉନ୍ନତି, ସୁଖସମୃଦ୍ଧି ପ୍ରାପ୍ତି କରିଥାଏ। ହିନ୍ଦୁ ଧର୍ମରେ ପୂର୍ବପୁରୁଷଙ୍କ ଖୁବ୍ ମହତ୍ତ୍ୱ ରହିଛି। ପୂର୍ବ ପୁରୁଷଙ୍କୁ ସନ୍ତୁଷ୍ଟ ଓ ପ୍ରସନ୍ନ ରଖିବା ପାଇଁ ଅମାବାସ୍ୟା ତିଥିରେ ଶ୍ରାଦ୍ଧ ଓ ତର୍ପଣ ଅର୍ପଣ କରାଯିବାର ପରମ୍ପରା ରହିଛି। ଯେଉଁମାନଙ୍କ ଉପରେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ରହିଥାଏ, ଜୀବନରେ ସମସ୍ୟା ନ ଆସିବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ମାତ୍ର ପୂର୍ବ ପୁରୁଷ ଅସନ୍ତୁଷ୍ଟ ରହିଲେ, ପିତୃ ଦୋଷର ସାମ୍ନା କରିବାକୁ ପଡିଥାଏ।

ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ପୂର୍ବ ପୁରୁଷଙ୍କୁ ପ୍ରସନ୍ନ ରଖିବା ପାଇଁ ତଥା ଆଶୀର୍ବାଦ ପାଇଁ କିଛି ଉପାୟ ବର୍ଣ୍ଣନା କରାଯାଇଛି। ଏହି ଉପାୟ ଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ। ପୂର୍ବ ପୁରୁଷଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ। ଜାଣନ୍ତୁ..

୧୫ ଜୁନରୁ ୪ଟି ରାଜଯୋଗ ; ୫ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ; ଖାଲି ମିଳିବ ସଫଳତା, ଧନ, ଖୁସି ଖବର.. 

- Advertisement -

ପୂର୍ବ ପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ପରେ ସାତ ଥର ପରିକ୍ରମା କରନ୍ତୁ। ଏହା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ।

ଅଶ୍ୱତ୍ଥ ବୃକ୍ଷର ପୂଜା କରିବା ସହ ବୃକ୍ଷ ମୂଳରେ ସୋରିଷ ତେଲର ଦୀପ ଲଗାନ୍ତୁ। ଏହାଦ୍ୱାରା ପୂର୍ବ ପୁରୁଷ ପ୍ରସନ୍ନ ହୋଇ ଥାଆନ୍ତି।
ପୂର୍ବ ପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ଜଳରେ କଳା ରାଶି ମିଶାଇ ଦକ୍ଷିଣ ଦିଗରେ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହାଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ।

ପ୍ରତି ମାସର ଅମାବାସ୍ୟା ତିଥିରେ ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରି ପାରିବେ। ଏହାଦ୍ୱାରା ପରିବାରରୁ ପିତୃ ଦୋଷ ଦୂର ହୋଇଥାଏ।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories