ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

ଖରାଦିନେ ଏସିରୁ ସଭିଏଁ ଆଶ୍ୱସ୍ତି ପାଇ ଥାଆନ୍ତି। ପ୍ରବଳ ଖରା, ଗରମରୁ ଏସି ଆରାମ ପ୍ରଦାନ କରିଥାଏ। ମାତ୍ର ଅନେକ ସମୟରେ ଏହି ଆରାମ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ବର୍ତ୍ତମାନ ସମୟରେ ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଉଛି। ରାତିରେ ମଧ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏହି କାରଣରୁ ଏସି ବ୍ୟବହାର ଅଧିକ ବୃଦ୍ଧି ପାଇଛି। ତେବେ ଅନେକଙ୍କ ଅଭ୍ୟାସ ଦିନ ରାତି ଏସିରେ ରହିବା। … Continue reading ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..