www.samajalive.in
Saturday, December 13, 2025
27.1 C
Bhubaneswar

ବିବାହିତ ମହିଳା ଗୋଡ ମୁଦି ପିନ୍ଧିବାର ବୈଜ୍ଞାନିକ କାରଣ

ବିବାହିତ ମହିଳାମାନେ ପାଦର ଆଙ୍ଗୁଠୀରେ ମୁଦି ପିନ୍ଧି ଥାଆନ୍ତି। ଏହାକୁ ପାଦର ଦୁଇଟି କିମ୍ବା ତି​‌ନୋଟି ଆଙ୍ଗୁଠୀରେ ପିନ୍ଧାଯାଏ। ଏହା ସଧବା ନାରୀଙ୍କ ଆଭୂଷଣ ଅଟେ। କେବେ ବି ପାଦ ଆଙ୍ଗୁଠୀରେ ସୁନା ଧାରଣ କରିବା ଉଚିତ ନୁହେଁ। ସର୍ବଦା ରୂପାର ମୁଦି ଧାରଣ କରିବା ଉଚିତ। କାରଣ ରୂପା ଚନ୍ଦ୍ରଙ୍କ କାରକ ଅଟେ। ମହିଳାମାନେ ଗୋଡ ମୁଦି କେବଳ ବିବାହିତ ହେବାର ସଙ୍କେତ ଦେଇ ନଥାଏ ଏହାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହାକୁ ପିନ୍ଧିବା ଦ୍ବାରା ମହିଳା ସୁସ୍ଥ ରହିଥାଆନ୍ତି।

ପାଦର ଆଙ୍ଗୁଠୀରେ ମୁଦି ପିନ୍ଧିବା ଦ୍ବାରା ଏହା ପାଦର ତଳ ଭାଗରୁ ଆରମ୍ଭ କରି ନାଭି ପର୍ଯ୍ୟନ୍ତ ସମସ୍ତ ଶିରା ଓ ମାଂସପେଶୀୟକୁ ସନ୍ତୁଳିତ କରି ରଖିଥାଏ। ମହିଳାଙ୍କ ପାଦର ଦ୍ବିତୀୟ ଆଙ୍ଗୁଠୀର ଶିରା ସେମାନଙ୍କ ଗର୍ଭାଶୟ ସହ ଜଡିତ। ସେହି ଆଙ୍ଗୁଠୀରେ ମୁଦି ଧାରଣ କରିବା ଦ୍ବାରା ଗର୍ଭାଶୟ ସନ୍ତୁଳିତ ହୋଇଥାଏ। ଏହାସହ ରକ୍ତଚାପର ସମସ୍ୟା ମଧ୍ୟ ସମ୍ଭବତଃ କମ ହୋଇଥାଏ। ଏହାସହ ରକ୍ତ ସଠିକ ଭାବେ ପ୍ରବାହିତ ହୋଇଥାଏ।

- Advertisement -

ପାଦର ଆଙ୍ଗୁଠୀରେ ମୁଦି ପିନ୍ଧିବାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି। ରୂପାର ମୁଦି ପାଦରେ ଧାରଣ କରିବା ଦ୍ବାରା ଶରୀରକୁ ଶୀତଳତା ପ୍ରାପ୍ତି ହୋଇଥାଏ। ଏହାସହ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ। ରୂପାର ଗୋଡ ମୁଦି ଧାରଣ କରିବା ଦ୍ବାରା ତାହା ମହିଳାଙ୍କୁ ନକରାତ୍ମକ ଶକ୍ତି ଠାରୁ ଦୂରେଇ ରଖେ। ଏହାସହ ମାନସିକ ଚିନ୍ତାରୁ ଯଥା ସମ୍ଭବ ମୁକ୍ତି ମିଳିଥାଏ। ମାଛ ଆକୃତିର ଗୋଡ ମୁଦି ଧାରଣ କରିବା ସବୁଠାରୁ ଉତ୍ତମ ବୋଲି କୁହାଯାଇଛି।

 

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories